ଭାବନା
ଭାବନା
ଯେତେ ଯେତେ ବାହାନା କଲେ ବି
ତୁମକୁ କ'ଣ ଭୁଲି ହୁଏ ???
ତୁମେ ତ ରେଡିଓର ପୁରୁଣା ରୋମାଣ୍ଟିକ ଗୀତ ଭଳି
ନ ଶୁଣିବାର ବାହାନା ନେଲେ ବି ;ତଥାପି
ତୁମେ ଟାଣି ନିଅ ତୁମ ଆଡେ ।
•••••••
ଆଉ ମୁଁ ପୁଣିଥରେ ଗୀତର ପଦରେ ହଜି
ତୁମ ଭାବନାରେ ନିଜକୁ ହଜେଇ
ତୁମକୁ ହିଁ ପୁଣି ଗୀତ ସରିବା ଯାଏଁ ପ୍ରେମ କରେ ।।

