STORYMIRROR

Nirlipta sethi

Drama Romance

3  

Nirlipta sethi

Drama Romance

ପ୍ରେରଣା -୩

ପ୍ରେରଣା -୩

1 min
163

ଟିକେ ଉଦାସ ହେଇ ପ୍ରେରଣା ଫୋନ୍ ରଖିଦେଇ ପୁଣି ତା ସାଙ୍ଗ ରୋମି ସହ ଗପିବାରେ ଲାଗିଗଲା ।

କିଛି ସମୟ ପରେ ଶିଖା ନଂ ରୁ କଲ୍ ଆସିଲା ହଠାତ୍ ରିସିଭ୍ କରି ସେ  " ହ୍ୟାଲୋ ....."


 ଶିଖା -  କିଏ  ରେ....!

 - ମୁଁ  ପ୍ରେରଣା କହୁଛିରେ ..

-ଓହୋ ଏତେ ଦିନ ପରେ ଏଇ ଶିଖା କଥା ମନେ ପଡିଲା !

-ନା ରେ ! ଆମ  ରେସିଡେ଼ନ୍ସିଆଲ୍ ହଷ୍ଟେଲରେ ତ ଫୋନ୍ ଆଲାଓ ନୁହେଁ ଆଉ ସପ୍ତାହରେ ଥରେ ପୁଣି ୫ ମିନିଟ୍ ଲେଖା ଘରକୁ କଥା 

ଆଉ  ବାହାର କଣ୍ଟାକ୍ଟ କରିହେବନି ତ ମନେ ପଡିଲେ ବି ମୁଁ କଲ୍ କରି ପାରେନି ।

- ଆଛା ,ଛାଡ୍ 

ଏବେ କଣ ଘରକୁ ପଳେଇ ଆସିଛୁ ?

- ନା ରେ ଯାଇନି,  ଯିବି ଆଉ ୩/୪ଦିନ ପ ରେ

-ହୋଉ ,ଆସିଲେ ଆମ ଘରକୁ ଆସିବୁ


-ନିହାତି ....ତୁ ବି 

ଆଉ ବୁବୁନ୍ କେମିତି ଅଛି !ତା ର ଏକ୍ସାମ୍ କେମିତି  ହୋଉଚି ??

-ଓଓଓ....... 

ଖାଲି ବୁ‌ବୁନ୍...!ନା ....ଆଉ କିଏ ବି !

କାହା କଥା ପଚାରୁଛୁ ?

-ଆଉ କିଏ  ମା ନେ !

-ସିଏ... ମ ସିଏ...

- ସିଏ ....ଓଃ...

ଗୋଟେ ମିନିଟ୍ , ଗୋଟେ ମିନିଟ୍

- ୟେସ୍   ହୋଲ୍ଟ   ରେ ଅଛି  ମାମ୍ କୁହନ୍ତୁ

-(ଟିକେ ଲାଜରେ )ତୁ ବି ବୁଝିଲୁ ...ଆଉ ହବୁନି ,ସେଇ ପୁରୁଣା କଥା ମନେ ରଖିଛୁ ?  

- ହାଁ  ହାଁ 

 ମତେ ଜଣା ,ତୁ  ତା କଥା  ଲାଗି କଲ୍ କରିଛୁ (ଚିଡେଇବା ଲାଗି)

- ଓହୋ ରେ ......

ତ ଠିକ୍ ଅଛି କହିଦେ ତା ହେଲେ

-ରାଗୁଛୁ କି??

ମଜାରେ କହିଲି ମ !ବୁବୁନ୍ ର ଏକ୍ସାମ୍ ଭଲ ହେଇଛି ଆଉ ତାର ସଂସ୍କୃତ ଟା ବାକି ଅଛି ଖାଲି ।ଆଉ ମାମା ସ୍ବାଗତିକା ଓ ପିଙ୍କି ତ ତେ ବହୁତ  ମିସ୍ କରନ୍ତି ବି 

ଆଉ ନୂତନ ବି ଭଲ ଅଛି ସେ ବି ଭଲ କରିଛି ଆଉ 

-ଓଏ !

 ତତେ ଯେତକ ପଚାରିଲି  ସେତକ କହ 

-ଓକେ ସରି 

ଏସବୁ ତ ଫ୍ରେଣ୍ଡସିପ୍ ରେ କମନ୍  ନା 


-  ଲେଟ୍ ଇଟ୍ ,

ଶୁଣ ନା ହଷ୍ଟେଲ୍ ୱାଡେନ୍ ଡାକୁଛନ୍ତି ତ 

ଆମେ ପରେ କେତେବେଳେ କଥା ହେବା ଆଉ 

ବାଏ........


-ଓ ହ୍ୟା ଲୋ.....

 ସେଲଫିସ୍  ଶୁଣ୍ ତ .....


ଏତିକି  ରେ ଫୋନ୍ କଟିଯାଇଥିଲା ।


ହେଲେ

ଶିଖାକୁ  ମିଛ କହି ‌ ଫୋନ୍ କାଟିଲା ପରେ.. ଅଚାନକ  ପ୍ରେରଣା ମୁହଁ ରେ  ଲାଜ ଲାଜ ହସ ଆଉ ସେ କୋଉଠି ନିଜକୁ ହଜେଇଲା ପରି ଦିଶୁଥିଲା ।


କ୍ରମଶ୍ଃ ......................................................

(ତୃତୀୟ ଭାଗଟି ବୁଝିବା ପାଇଁ ୧ମ ଓ ୨ୟ  ଭାଗ କୁ ପଢନ୍ତୁ ଆଉ ଗପଟି  କେମିତି  ଲାଗିଲା ଜଣାନ୍ତୁ )


Rate this content
Log in

Similar oriya story from Drama