STORYMIRROR

Reeta aparajeeta Mohanty

Romance

2  

Reeta aparajeeta Mohanty

Romance

ମୋ ପ୍ରେମ ଏବେ ରଙ୍ଗହୀନ -ରୀତା

ମୋ ପ୍ରେମ ଏବେ ରଙ୍ଗହୀନ -ରୀତା

1 min
194

ପ୍ରେମର ରଙ୍ଗ କଣ କିଏ ଜାଣିଛି। ଅନେକ କୁହଁନ୍ତି ଲାଲ। ସେଥିପାଇଁ ପ୍ରେମିକ ପ୍ରେମିକା ଉଭୟଙ୍କୁ ଗୋଲାପ ଭେଟି ଦିଅନ୍ତି। କିଏ କୁହେ ପ୍ରେମର ରଙ୍ଗ ହଳଦିଆ। ହେଲେ ମାନିନୀ ଟିକେ ଭିନ୍ନ ତା ହିସାବରେ ପ୍ରେମର ରଙ୍ଗ ସାଗର ପରି। ସେ ପ୍ରେମ କେତେ ବିଶାଳ ଯାହା ମାପି ହେବନି। ପାଠ ପରେ ଚାକିରୀ ତା ପରେ ତୁରନ୍ତ ଆମ ବାହାଘର। ପାଠ ପରେ ସେ ତାଙ୍କ ଘରକୁ ଗଲା ଯେ ଗଲା । ନା କିଛି ନା କିଛି ମେସେଜ । କେମିତି କଣ ହେଲା ଅପେକ୍ଷା ର ଋତୁ ଲମ୍ବା ଆହୁରି ଲମ୍ବା ହେଇଗଲା । ସମୟ ସହ ମୁଁ ବି ବଦଳିଗଲେଣି ଆଖିରେ ମୋଟା ଚଷମା । ତା ଏବେବି ଛାତି କୋଣ ରେ ମାନନୀ ଛବି ଅଛି । ସେ ଗଲାପରେ ମୁଁ ଖୁବ ଏକlପଡି ଯାଇଛି | ମୋ ରଙ୍ଗଭରା ଜୀବନ କୁ ସଜାଡ଼ି ଦେବ । ମୋ ଆଶା କେବେ ପୂରଣ ହେବ। ମୁଁ ସେଇ ପ୍ରେମର ର କବି ପୁଣି ସେଇ ଅପେକ୍ଷା ମାନନୀ ର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance