STORYMIRROR

Soubhagini Parida

Fantasy

3  

Soubhagini Parida

Fantasy

କବି ସମ୍ମିଳନୀ

କବି ସମ୍ମିଳନୀ

1 min
7

ଡେଷ୍ଟିନେସନ ମ୍ୟାରେଜ କରିପlରି ନଥିଲେ ବୋଲି ବିବାହ ର ପଞ୍ଚମ ବାର୍ଷିକୀ କୁ ଏକ ତାରକା ହୋଟେଲ ରେ ସାଙ୍ଗ ସାଥୀଙ୍କ ମେଳରେ ଧୁମଧାମ ରେ ମନେଇଲେ କବି ଶାନ୍ତନୁ ଓ କବୀ ଶ୍ରାବଣୀ l ପରଦିନ ଏକ କବିସମ୍ମିଳନୀ କୁ ଆମନ୍ତ୍ରିତ ହୋଇଥିଲେ ଉଭୟେ l ଏପରି ଏକ କବି ସମ୍ମିଳନୀ ରେ ସେମାନଙ୍କର ସାକ୍ଷାତ ଓ ପ୍ରେମ ସମ୍ପର୍କ ଗଢିଉଠିଥିଲା l ରାଜ୍ୟ ର ଏହି ବହୁଚର୍ଚ୍ଚିତପ୍ରେମ ସେ ସମୟ ରେ ସେନସେସନାଲ ସମ୍ବାଦ ଭାବରେ ହଲଚଲ ସୃଷ୍ଟି କରିଥିଲା ଓ ଜନତା, ପୋଲିସ ଓ ଗଣମାଧ୍ୟମ ର ସହାୟତା ରେ ବିବାହ ରେ ପରିବର୍ତ୍ତିତ ହୋଇଥିଲା l ଆଜି ମଧ୍ୟ ଲୋକେ କଥାଛଳ ରେ ସେମାନଙ୍କ ଅମର ପ୍ରେମକାହାଣୀ ର ଉଦାହରଣ ଦିଅନ୍ତି l

ଆଜି ଶ୍ରାବଣୀ ଙ୍କ କବିତା ର ଶୀର୍ଷକ ଥିଲା "ସିନ୍ଦୁର"ଓ ଶାନ୍ତନୁ ଙ୍କ" ବିରହ"l ଅଥଚ ଶାନ୍ତନୁ କହନ୍ତି ଶ୍ରାବଣୀ କୁଆଡେ ତାଙ୍କ ଜୀବନ ସରସୀ ରେ ପଦ୍ମ ପରି ଫୁଟିଛନ୍ତି l


Rate this content
Log in

Similar oriya story from Fantasy