STORYMIRROR

Narayan Sethi

Romance Action Inspirational

3  

Narayan Sethi

Romance Action Inspirational

ଦୂର ପାହାଡର ଫୁଲ

ଦୂର ପାହାଡର ଫୁଲ

3 mins
355



ପାହାଡ଼ ପାଖରେ ଗୋଟେ ଗାଁରେ ଗୋଟିଏ ଛୋଟ ପରିବାର ସେମାନେ ଭାରି ଗରିବ ଥିଲେ !

ହେଲେ ସେ ପରିବାର ରେ ଗୋଟେ ସୁନ୍ଦର ପୁଅ ଟେ ଥିଲା

ଯିଏ କି ଦେଖିବାକୁ ରାଜା ପୁଅ ପରିକା ନାଁ ଟି ତାର ମାଧବ !

ଦିନେ ମାଧବ ତା ଗୁରୁ କୁଳ କୁ ଯାଉଥିଲା ଆଉ ସେ ସେଠାରେ ବହୁତ ଖୁସି ରେ ନିଜ ପାଠୀୟ କୁ ପଢୁଥିଲା ଦିନକର କଥା ମାଧବ ତା ପାଠ ପଢି ସାରି ନିଜ ଘରକୁ ଫେରୁଥିଲା ହଟାତ ପଛରୁ ଆବାଜ ଶୁଣାଗଲା ଟିକିଏ ଶୁଣ ଟିକିଏ ଶୁଣ

ମାଧବ: ହଁ କିଏ କିଏ ବୋଲି ପଚାରିଲା ଆଉ ପଛକୁ ଦେଖିଲା

ପଛକୁ ଦେଖିଲା ବେଳକୁ ଦେଖିଲା ଗୋଟେ ଅଫସରୀ ପରି ଝିଅ ଟିଏ

ଚମକିପଡ଼ିଲା କହିଲା କିଏ ଆପଣ ମୁଁ ଆପଣଙ୍କ କି ସେବା କରିପାରିବି ?

ଝିଅ ଟି କହିଲା ଶୁଣନ୍ତୁ ମୁଁ ଏଠି ନୂଆ ମୋତେ ଟିକିଏ ଗୁରୁକୂଳ କୁ ଯାଉଥିବା ରାସ୍ତା ଟିକିଏ କୁହନ୍ତୁ। !

ମାଧବ କହିଲା ଶୁଣନ୍ତୁ ଆପଣ ଏଠୁ ସିଧା ଯାଆନ୍ତୁ ଆଉ କିଛି ବାଟ ଗଲାପରେ ଗୋଟେ ସୁନ୍ଦର ପରିବେଶ ସହିତ ଗୋଟେ କୁଟୀର ଦେଖା ଯିବା ,

ଝିଅ ଟା ଏତିକି ଶୁଣି, ହଉ ଧନ୍ୟବାଦ ଅପଣକୁ ଜଣାଇ ଆଗକୁବଢ଼ିବାରେ ଲାଗିଛି ହଟାତ ତା ଆଗକୁ ଗୋଟେ ଛୋଟ ପକ୍ଷୀ ଟି ସେ ଝିଅ ଟି ର ଦେହ ରେ ପଡିଗଲା !

ଝିଅ ଟି ଚିତ୍କାର କଲା , ଚିତ୍କାର ଶୁଣି ମାଧବ ଦୌଡ଼ି ଆସିଲା

ଆଉ ସେ ପକ୍ଷୀ ଟି କୁ ନେଇକି ତା ବସା ରେ ଛାଡିକି ଆସିଲା

ସେତବେଳକୁ ଝିଅ ଟି ଭାରି ଡ଼ରିଯାଏଇଥିଲା !

ମାଧବ କହିଲା ଆପଣ ଠିକ ଅଛନ୍ତି ନା ଝିଅଟି କହିଲା ହଁ ହଁ ମୁଁ

ଠିକ ଅଛି  !

କିଛି ନୁହଁ ହଟାତ ପକ୍ଷୀ ମୋ ଉପରେ ଆସି ପଡିଗଲା ସେଥିପାଇଁ ମୁଁ ଡରିଗଲି !

ହଉ ଆପଣଙ୍କୁ ପୁଣି ଧନ୍ୟବାଦ, ଅରେ ଟିକିଏ ଶୁଣ ଝିଅ ଟି କହିଲା ଆପଣ ଆପଣଙ୍କ ନା ଟି କୁହନ୍ତୁ ,ମାଧବ ରହିକି କହିଲା ମୋର ନାମ ମାଧବ ...

ଏତିକି କହି ମାଧବ ସେଠୁ ଚାଲିଗଲା !

ପୁଣି ତାପରଦିନ ଗୁରୁକୂଳ ରେ ପ୍ରଥମ ଶ୍ରେଣୀ ପରେ କିଛି ସମୟ ପଇ ସେ ଝିଅ ଟି ମାଧବ ପାଖକୁ ଆସିଲା କହିଲା ମାଧବ ଟିକିଏ ଶୁଣ

ମାଧବ କହିଲା କୁହନ୍ତୁ , ଝିଅ ଟି କହିଲା ମୁଁ ରୂପଲୀ ତମେ ଆଉ ତମ ଘରେ କିଏ କିଏ ଅଛନ୍ତି !

ମାଧବ କହିଲା ମୁଁ ମୋ ବୋଉ ଆଉ ମୋ ବାପା ,

ମୋ ବାପା ଚାଷୀ ଆଉ ମୋ ମା ବାପା ଙ୍କୁ ସାହାଯ୍ୟ କରନ୍ତି ତାଙ୍କ ଚାଷ କାମ ରେ

ମାଧବ ପଚାରିଲା ତମେ ରୂପଲି କୁହ ତମ ଘରେ କିଏ କିଏ ଅଛନ୍ତି ??

ରୂପଲି କହିଲା ମୁଁ ମୋ ବାପା ଆଉ ମୋ ମା ମୋ ପରିବାର ଗୋଟେ ସୁଖୀ ଆଉ ଧନୀ ପରିବାର ଏମିତି କହିବାକୁ ଗଲେ ଆମର ରାଜ ପରିବାର !

ମାଧବ କହିଲା ଖୁବ ଭଲ କଥା ହଉ ଏବେ ସମୟ ହେଲାଣି ଶ୍ରେଣୀ କୁ ଚାଲ ନହେଲେ ଗୁରୁ ଆସିଯିବେ ତାପରେ ସେମାନେ ଶ୍ରେଣୀ କୁ ଗଲେ !

ପାଠ ପଢା ସରିଲା ପରେ ଗୁରୁ କୁଳ ରୁ ଘର କୁ ଫେରିବା ବାଟରେ ରୂପଲି ମାଧବ ସହିତ ଚାଲି ଚାଲି ଯାଉଥିଲେ

ରୂପଲି କହିଲା ତୁମେ ତ ଖୁବ ଭଲ ପାଠ ପଢିବା ସହିତ ଅନୀୟ ର ସେବା ବି କରୁଛ ଏଇ ସବୁ ଦେଖି ମୁଁ ବହୁତ ପ୍ରଭାବିତ ତମ ପ୍ରତୀ !

ମାଧବ କହିଲା ହଁ ଯେ ଏତ ଗୋଟେ ମଣିଷ ର କାମ ଭଲ ପଢିବା ସେବା କରିବା ,

ରୂପଲି କହିଲା ମାଧବ ତମେ ମୋତେ ପସନ୍ଦ କରୁନ କି ???

ମୁଁ ତୁମକୁ ପ୍ରଥମ ଦିନ ରୁ ପସନ୍ଦ କରୁଛି !

ମାଧବ ଶୁଣି ଖୁସି ହେଲା ...

ହେଲେ ନିଜର ପରିଚୟ ସହିତ ରୂପଲି ସହିତ ତା ସମ୍ପର୍କ ସ୍ଥାପନ ଉଚ୍ଚ ଆଉ ନୀଚ ପରୀ ବନ୍ଧୁତ୍ୱ ?

ଏହା ପରେ ମାଧବ କହିଲା ରୂପଲି ମୁଁ ଅଜାଣତରେ ହେଲେ ବି ତୁମ ପ୍ରତି ମୋର ଦୁରୁବଳତା ବଢିଯାଇଛି ହେଲେ ତୁମେ ଆକାଶ ହେଲେ ମୁଁ କଇଁ !

ମୁଁ କେମିତି ମୋ ସମ୍ପର୍କ କୁ ଆଗକୁ ବଢ଼େଇବି ?

ତୁମେ ତ ମୋର ଆଖିର ସ୍ବପ୍ନ ତମେ ତ ମୋର ଜୀବନ ର ଏକ ବାସ୍ତବ ପରିଚୟ। !

ଏହା ପରେ ରୂପଲି କହିଲା ହଁ ମୁଁ ତମକୁ ବହୁତ ଭଲ ପାଉଛି !

ମାଧବ କହିଲା ଠିିକ ଯେ ବୋଧେ ଆମ ପବିତ୍ର ସମ୍ପର୍କ ର ମିଳନ ହେଇନପରେ ?

କାରଣ....

ତମେ ରାଜା ଘର ଝିଅ ମୁଁ ଚାଷୀ ଘର ପୁଅ

ତୁମେ ଉଆସ ରେ ରୁହ ମୋର କୁଡ଼ିଆ ବି ନୁହଁ

କିନ୍ତୁ ମୋ ଭଲ ପେଇବା ତମେ

ହେଲେ ଆମର ମିଳନ ଜନ୍ମ ର ନୁହଁ

କାହିଁକି ନା ତମେ ବଡ ଘର ର ଝିଅ

ମୁଁ ତୁମ ବାଡ଼ି ବଗିଚା ର ମାଳି ଠୁ ବି ସମାନ ନୁହଁ

ତୁମେ ମୋ ପାଈଁ ଦୂର ପାହାଡ଼ ର ଫୁଲ ପରି ଗୋଟେ ଝିଅ

                    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance