Narayan Sethi

Children Stories Tragedy Children

3  

Narayan Sethi

Children Stories Tragedy Children

ସମୟ ସୁଅରେ ନିରୀହ ଜୀବନ

ସମୟ ସୁଅରେ ନିରୀହ ଜୀବନ

2 mins
198



ଲକ ଡାଉନ ସମୟ ମଧ୍ୟରେ ଦେଶ ରେ ଅନେକ ସ୍ଥାନରେ ଲକ ଡାଉନ ର ପ୍ରଭାବ ପଡିଛି ! ଏଥିରେ କିଛି ଗରିବ ଲୋକ ବହୁତ ପ୍ରଭାବିତ ହୋଇଛନ୍ତି ! ସେଥି ମଧ୍ୟରୁ ମମତା ଆଉ ତା ର ଛୋଟ ଛୁଆ ଟି ଗୁଜୁରାଟ ରେ ରହୁଥାନ୍ତି ! ସ୍ୱାମୀ ମନୁ କାମ କଲେ ପେଟ କୁ ଦାନ ମିଳୁଛି ଆଉ ଏଇ ଲକ ଡାଉନ ରେ ମନୁ ର କାମ ବନ୍ଦ ହେଇଛି ମନୁ ର ପରିବାର ବହୁତ କଷ୍ଟରେ ମନୁ ଓ ମମତା ଆଉ ତା ର ଛୋଟ ଛୁଆ ଟି ବହୁତ କଷ୍ଟ ରେ ରହୁଥିଲେ !

ଲକ ଡାଉନ ପାଇଁ ନା ଯିବା ଆସିବାର ବ୍ୟବସ୍ଥା ସବୁ ଠପ ରାସ୍ତା ବନ୍ଦ ଅଛି ଯାହାରି ଫଳରେ ମନୁ ଅନେକ ଅସୁବିଧା ରେ ସମୁଖୀନ ହୋଉଛନ୍ତି !

ଆଉ ସେ ସମୟରେ ମନୁ ର ଛୋଟ ଛୁଆ ଟି ର ଦେହ ଖରାପ ହେଇଛି ! କିନ୍ତୁ ମନୁ ଆଉ ମମତା କେତେ ଚେଷ୍ଟା କରୁଛନ୍ତି ! ଛୁଆ କୁ ସୁସ୍ଥ କରିବାକୁ ହେଲେ ପାଖରେ ପଇସା ନାହିଁ! ଆଉ ଏଇ ସମୟ ରେ ଅନେକ ଅସୁବିଧା ର ସମୁଖୀନ ହବାକୁ ପଢୁଛି !

ମନୁ ନିଜ ଛୁଆ କୁ ମେଡିକାଲ ନବାକୁ ଯାଇକି ମେଡିକାଲ ରେ ଅନେକ ସମୟ ଧରି ଡାକ୍ତର ଙ୍କୁ ଅପେକ୍ଷା ବି କରିଥାନ୍ତି !

ହେଲେ ଏଇ କୋରନା ପାଇଁ ଡାକ୍ତର ସାଧାରଣ ରୋଗୀ ଙ୍କୁ ଚିକିତ୍ସା କରିପାରୁନାହାନ୍ତି ! ତଥାପି ମନୁ ଛୁଆ ପାଇଁ ଡାକ୍ତର ଙ୍କୁ ଅପେକ୍ଷା କରିଥିଲା !

ଦିନ ସାରା ବିତିଗଲା ଡାକ୍ତର କୋରନା ରୋଗୀ ଙ୍କୁ ଦେଖୁ ଦେଖୁ ମନୁ ର ଛୁଆ କୁ ଚିକିତ୍ସା କରିବାରେ ବହୁତ ବିଳମ୍ବ ହେଇଗଲା !

ଯାଫଳ ରେ ଛୁଆ ର ଅବସ୍ଥାରେ ଖରାପ ହେବାରେ ଲାଗିଲା

ଧୀରେ ଧୀରେ ଛୁଆ ଟି ର ନିଶ୍ୱାସ ବନ୍ଦ ହେଇଗଲା ! ଡାକ୍ତର ସଂଧ୍ୟାରେ ରେ ଛୁଆ କୁ ଦେଖିଲେ ଆଉ ମୃତ୍ୟୁ ଘୋଷଣା କଲେ !

ମନୁ ଓ ମମତା ଦୁହେଁ ବହୁତ କାନ୍ଧିଲେ କାରଣ ସେମାନେ ଡାକ୍ତର ଙ୍କୁ ବି ଦୋଷ ଦେଇନଥିଲେ" ଏଇ ତ ସମୟ ର ସୁଅ ରେ ନିରୀହ ଜୀବନ" ଟା ଚାଲିଗଲା ! ଏବେ ଏଇ ଲକ ଡାଉନ ସମୟରେ କେତେ ଯେ ନିରୀହ ଜୀବନ ବିନା କାରଣ ରେ ଚାଲିଯାଉଛି ! ଏଇ କୋରନା ର ପ୍ରଭାବ ରେ ବହୁତ ମୂଲ୍ୟବାନ ଜୀବନ ଚାଲିଯାଉଛି ।

ଏକ ତ ଗରିବ ହେବା ଦୋଷ ! ଦୂତୀୟ ରେ ପୁଣି ଗରିବ କୁ ରୋଗ ହବା ବି ତା ଠୁ ବଡ଼ ଅପରାଧ ବୋଧେ ! ଗରିବ ର ଜୀବନ ଏବେ

ସମୟ ସୁଅ ରେ ନିରୀହ ଜୀବନ ମାନେ କିଛି ନୁହେଁ ! ବୋଧେ



Rate this content
Log in