STORYMIRROR

Narayan Sethi

Abstract Children Stories Inspirational

4  

Narayan Sethi

Abstract Children Stories Inspirational

ଗଳ୍ପ ଆଶାର ଆଲୋକ

ଗଳ୍ପ ଆଶାର ଆଲୋକ

3 mins
400


ସେ ଦିନ ଥିଲା ରାମ ର IPS interview ହେଲେ ସବୁ ଥର ପରି ଏଇ ଥର ବି ରାମ interview ରେ out ହୋଇଗଲା ରାମ

କିନ୍ତୁ ରାମ ହାର ମନିନୀ ପୁଣୀ ନିଜ ପରିଶ୍ରମ ଜାରି ରଖିଛି !

ରାମ ଗୋଟିଏ ଛୋଟ ଆଉ ଗରିବ ପରିବାରୁ ତାର ବାପା ମା ଦୁହେଁ ଙ୍କୁ ହରେଇଛି ! ଛୋଟ ବେଳୁ ହିଁ ରାମ ନିଜେ ନିଜର ପରିଚୟ ସୃଷ୍ଟି କରିଛି ସେ ଅନ୍ୟ ଘରେ ହଳିଆ କାମ କରି ନିଜ ପେଟ ପୋଷିବା ସହିତ ନିଜେ ପାଠ ବି ପଡୁଥିଲା !

ରାମ ର ସ୍କୁଲ ଜୀବନ ବହୁତ କଷ୍ଟ କର ଥିଲା ସେ ଅନ୍ୟ ଘରେ କାମ କରି ଭଲ ପାଠ ପଢି ଭଲ ମାର୍କ ରଖି ପ୍ରଥମେ ଗୋଟାଏ ସ୍କୁଲ ଶିକ୍ଷକ ନିଯୁକ୍ତି ସୁଯୋଗ ପାଇଥିଲା କାରଣ ତା ପାଈଁ ଚକିର ଟେ ନିହାତି ଦରକାର ଥିଲା ! ଚାକିରୀ କାଳ ସମୟ ରୁ ହିଁ ନିଜକୁ ନିଜେ ସେ ମନ ରେ ସ୍ଥିର କରିଥିଲା ଯେ ମୁଁ ଗୋଟେ IPS ଅଫିସର ହେବି ବୋଲି ନିଜକୁ ନିଜେ କଥା ଦେଇଥିଲା !

ସ୍କୁଲ ରେ ଶିକ୍ଷକତା ଚାଲିଛି ତା ସହିତ ରାମ ବିଭିନ୍ନ ପ୍ରକାର ଖବର କାଗଜ ଆଣିକି ଏକାଗ୍ରତା ର ସହ ପଢି ନିଜକୁ ଏକ english ରେ ଅଭ୍ୟାସ ବଳରେ ଶୁଦ୍ଧ ଇଂଲିଶ କହିବାରେ ନିଜକୁ ନିଜେ ଆଲୋଚନା କରୁଥାଏ ! ଏମିତି ଅନେକ ଦିନ ପରେ ରାମ interview ରେ ପୁଣି fail କରିଗଲା !

ତାପରେ ସେ interview ସାରି ଫେରୁଥାଏ ରାସ୍ତା ରେ ଦେଖିଲା

ଜଣେ IPS କୁ ଯିଏ ବହୁତ ବଡ଼ ବଡ଼ ବଙ୍ଗଳା ରେ ରହୁଛନ୍ତି ଏବଂ ସେ ବି ଗୋଟେ ମଣିଷ ସେ ପାରିଲେ ଆଜି ଜଣେ ଅଧିକାରୀ ତାହାଲେ ମୁଁ କାହିଁକି ପାରିବିନି ??

ଏମିତି ଭାବି ଭାବି ଘରକୁ ଫେରିଲା ରାମ ଘରେ ନିଜ କାମ ସାରି କିଛି ଖାଇସାରି ନିଜ ପାଠ ପଢ଼ାରେ ବସିପଡିଲା !

ରାମ ଯୋଉଠି ବସିଥଲା ସେଠାରେ କିଛି ପିମ୍ପୁଡି ଗୋଟେ ଧାଡି ରେ ଖାଦ୍ୟ ଅନ୍ୱେଷଣ ରେ ଯାଉଛନ୍ତି ଏବଂ ଗୋଟେ ପିମ୍ପୁଡି ଟେ ଗୋଟେ ଖାଦ୍ୟ କୁ ଧରି କିଛି ଦୂର ନେଇକି ଯାଉଥାଏ ତ ପୁଣି ପଛକୁ ଆସୁଥାଏ ହେଲେ ବି ପିମ୍ପୁଡ଼ି ଟି ନିଜ ଭିତରେ ଆଶା ର ଆଲୋକ ସୃଷ୍ଟି କରିଛି ମୁଁ ପାରିବି ବୋଲି ଏବଂ ପିମ୍ପୁଡି ଟି ସେ ଖାଦ୍ୟ କୁ ତା ଘର ଯାଏଁ ଆଣିପାରିଲା କିନ୍ତୁ ଖାଦ୍ୟ ଟି ଗଡ଼ିି ଗଡି ଛୋଟ ଟେ ହୋଇଯାଇଥିଲା କିନ୍ତୁ ପିମ୍ପୁଡି ଟି ନିଜେ ହାର ମାନୀନଥିଲା !

ଏହା ପରେ ରାମ ବି ନିଜକୁ ପିମ୍ପୁଡି ପରି କଷ୍ଟ କରିବାରେ ଲାଗିଲା ଆଉ ଦିନ ରାତି ଏକ କରି ନିଜ ପାଠ ପଢ଼ାରେ ନିୟୋଜିତ କଲା

କିଛି ଦିନ ପରେ ପୁଣି IPS interview ଆସିଲା ଏଥର କିନ୍ତୁ

ରାମ ମନରେ ଆଶା ର ଆଲୋକ ଜାଗ୍ରତ ହେଇଛି ଏବଂ ରାମ ବହୁତ ସାହସ ର ସହିତ interview କୁ ସାମ୍ନା କଲା ଆଉ interview ରେ ପାସ କଲେ ! କିଛି ଦିନ ପରେ ଶିକ୍ଷକ ଚାକିରୀ କୁ ଛାଡି IPS tranning ରେ ଯୋଗ ଦେଲା !

tranning ସରିଲା ରାମ IPS ଅଫିସର ଟେ ହୋଇକି ଫେରିଲା ! ଆଉ ନିଜ ଗାଁ ଭିଟା ମାଟିରେ ନିଜର ପରିଚୟ ସୃଷ୍ଟି କଲା। !

ଆଉ ନିଜକୁ ପରିଚିତ ହେବାର ସଂଘର୍ଷ କୁ ଛୋଟ ଛୁଆ ଙ୍କୁ କହି

ସେମାନଙ୍କୁ ଆଶା ର ଆଲୋକ ଦେଖାଉଥିଲେ ନିଜ ସ୍ବପ୍ନ କୁ ଦେଖିବା ସହିତ କଠିନ ପରିଶ୍ରମ କରି ବଡ଼ ହୋଇ ଭଲ ମଣିଷ ହଵା ପାଇଁ ପ୍ରେରଣା ଦଉଥିଲା ରାମ କହୁଥିଲା !

ଯଦି ନିଜ ମନ ରେ ଆଶା ର ଆଲୋକ ସୃଷ୍ଟି ହୁଏ ତାହାଲେ ଯେକୌଣସି ବି ଉଚ୍ଚ ସ୍ଥାନ କୁ ପାଇପାରିବ ନିଜର ଇଛା ଶକ୍ତି ଆଉ କଠିନ ପରିଶ୍ରମ ରହିବ ଉଚିତ ! ଆଜି ମୁଁ ଗୋଟେ ଗରିବ ଆଉ ଦିନ ମଜୁରିଆ ପରି କାମ କରି ବହୁତ କଷ୍ଟ କୁ ସହି ସହି ମୁଁ ଆଜି ଏଇ ସ୍ଥାନ ରେ ପଂହଁଚିଛି ମୋ ଆଶା ର ଆଲୋକ ମୁଁ ପାଇଛି

ତମେ ମନେ ବି ପାରିବ ନିଜ ମନରେ ଆଶା ର ଆଲୋକ ଜାଗ୍ରତ କରାଅ ନିଚୟ ଭବିଷ୍ୟତ ରେ ବଡ଼ ପଦବୀ ରେ ଆସିପାରିବ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract