STORYMIRROR

Tosarani sahu

Romance

2  

Tosarani sahu

Romance

ବାକି ଅଧା କଥା

ବାକି ଅଧା କଥା

1 min
64


ବସନ୍ତ ଋତୁର ଶୀତ ପବନ ତା ପୁଣି ମନ ଫୁର୍ତ୍ତି, କେତେ ଦିନର ଅପେକ୍ଷା ଆଜି ଅପେକ୍ଷାର ଅନ୍ତ ଘଟିବ,କେମିତି ସେ ଦେଖା ଯାଉଥିବେ, ଫୋଟରେ ଦେଖିଛି କିନ୍ତୁ ଆଜି ସତରେ ଦେଖିବି ଆଜି ।  


 ଶୀତ ଲାଗୁଛି ବୋଲି ମୁଁ ହାତକୁ ହାତ ଛନ୍ଦି ସେଠି ଗଛ ତଳେ ଗୋଟେ ଟେବୁଲ ଉପରେ ବସିଥାଏ। ସେ କେତେବେଳେ ଆସି ପଛପଟୁ ମୋ ଆଖିକୁ ଧରି ପଚାରୁଛନ୍ତି କିଏ କହିଲ ଦେଖି, ମୁଁ ଜାଣେ ତମେ ଆସିବ ବୋଲି ମୋ ସାମ୍ନାକୁ ଆସ । ଆଛା ଚିହ୍ନି ଦେଲ ତା ହେଲେ ।


 ହଁ ତମକୁ ଜୋ ଏତେ ଭଲ ପାଇଛି କଣ ଖାଲିରେ କି ? ବହୁତ ସମୟ କଥା ହେଲୁ, ଆଚ୍ଛା ଶୁଣ ମୋତେ ଏଠାକୁ କଣ ପାଇଁ ଡାକିଥିଲା, ଆଜି ତମର ସବୁ ସ୍ୱପ୍ନ ପୁରୁଣ କରିବି, ଚାଲ ନା ବାବା ଥାଉ ଏ ସବୁ କିଛି ଦରକାର ନାହିଁ । ଶୁଣ ମ୍ୟାଡ଼ମ ତମେ କିଛି କରନି ମୋ ଗାଡି ପଛ ପଟେ ବସ, ବୁଲିବା ଖୁସିରେ ବୁଲିଥିଲୁ । ଏମିତି ଲାଗୁଥାଏ ମୁଁ ଅନ୍ୟ ଏକ ଦୁନିଆରେ ଅଛି । 

  


 ବହୁତ ସମୟ ହେଲାଣି ଯାଅ ତମ ଘର କୁ, ହଁ ଯିବି ମୁଁ ଯିବି ତମ ଘରକୁ... ନା ବାବା... ଅସାନି ନ ହେଲେ ମୋତେ ଆଉ ଘରେ ହିଁ ରଖିବେନି, ଶୁଣ ଘରେ ନ ରଖିଲେ ଆମ ଘରକୁ ଚାଲି ଆସିବ, ମନକୁ ବହୁତ ଖୁସି ଦେଇଥିଲା କଥାଟା, ଶୁଣ ତୁମକୁ ଛାଡି ଯିବାକୁ ଇଚ୍ଛା ହଉନି । ଏମିତି କଣ ଦେଖୁଛ ଶୁଣ କୁଆଡେ ହଜି ଗଲାଣି, ଏଇଠି ରହିଯିବାକୁ ଇଚ୍ଛା ହଉଛି । ଯିବାକୁ ତ ମୋତେ ବି ଇଚ୍ଛା ନାହିଁ କିନ୍ତୁ ଯିବାକୁ ପଡ଼ିବ । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance