STORYMIRROR

Sameer Kanhar

Abstract Children Stories Children

3  

Sameer Kanhar

Abstract Children Stories Children

ଅଧୁରା ସ୍ବପ୍ନ

ଅଧୁରା ସ୍ବପ୍ନ

1 min
282

ବୁଢାକାମ୍ବା ଗ୍ରାମରେ ଜଣେ ଲୋକଟିଏ ବାସ କରୁଥାଏ । ତାଙ୍କ ନାମ ହେଉଛି ଶ୍ରୀରାମ କହଁର । ସେ ଗରିବ ଓ ଦିନ ମଜୁରିଆ ଅଟନ୍ତି । ସେ ତାର ଗୋଟିଏ ପୁଅ ଓ ଦୁଇଟି ଝିଅ ଥାଆନ୍ତି । ପୁଅ ପାଠ ପଡୁଥାଏ ସ୍କୁଲରେ ମଧ୍ୟ ପୁଅ ଭଲ ମାର୍କ ରଖି ଶ୍ରେଣୀରୁ ଶ୍ରେଣୀକୁ ସେ ଆଗେଇ ଚାଲୁଥାଏ। ଗୋଟିଏ ଦିନର କଥା ଶ୍ରୀରାମ କାମ କରୁଥିବା ସମୟରେ ସେ ତାର ଜଙ୍ଘରେ ବହୁତ୍ ମାତ୍ରାରେ କ୍ଷତ ହୋଇ ଗଲା ସେ ଆଉ ଅଗପରି ଠିକ୍ ସେ କାମ କରି ପାରିଲା ନାହିଁ । ପୁଅ ଦେଖୁଥାଏ ମୁଁ ଜଣେ ବଡ ମଣିଷ ହେବି ଓ ବିଦେଶକୁ ଯାଇ ବହୁତ୍ ପାଠ ପଢିବି ବୋଲି ଟୁକୁ ଭାରି ଖୁସି ହୋଇଥାଏ । ଯେତେ ବେଳେ ଶ୍ରୀରାମ ଏହିପରି ଅବସ୍ଥା ହେଲା ପରେ ତା ପାଖରେ ଆଉ ଟଙ୍କା ନାହିଁ ମୁଁ କେମିତି ପାଠ ପଢିବି ।

ଟୁକୁ କିପରି ପାଠ ପଢିବି ସେ କିପରି ବିଦେଶ ଯାଇ ଇତ୍ୟାଦି ...! ଭାବୁଥାନ୍ତି । ଟୁକୁ କୁ ପଚରୁଥାଏ । ପୁଅ ତୁ ଆଉ ପାଠ ପଡେନା । ମୁଁ ଆଉ ମୂଲ ଲାଗି ପାରିବି ନାହିଁ । ଏହା କହି ବାବୁ ଟୁକୁ ବହୁତ୍ ମନ ଦୁଃଖ କଲା ଓ ଗୁମ୍ ମାରି ବସିଲା ତାର ସେ ବିଦେଶ ଯିବାଓ ବଡ଼ ଚାକିରି କରିବା ଟୁକୁ ପାଇଁ " ଅଧୁରା ସ୍ବପ୍ନ" ହୋଇ ଗଲା ଟୁକୁ ଦେଖିଥିବା ସ୍ୱପ୍ନ ହିଁ "ଅଧୁରାରେ ହିଁ" ରହିଗଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract