Sameer Kanhar

Abstract Inspirational Children

3  

Sameer Kanhar

Abstract Inspirational Children

କର୍ତ୍ତବ୍ୟ

କର୍ତ୍ତବ୍ୟ

1 min
353


ଗୋଟିଏ ଗାଁ ରେ ବହୁତ୍ ଗରିବ ପରିବାର ଟିଏ ବାସ କରୁଥାନ୍ତି । ତାଙ୍କର ଗୋଟିଏ ପୁଅ ଓ ଗୋଟିଏଝିଅ । ପୁଅ ର ବୟସ ପାଖା ପାଖି ୧୦ରୁ୧୫ ମଧ୍ୟରେ । ଝିଅ ର ବୟସ ୮ରୁ ୯ ମଧ୍ୟରେ ହୋଇଥାଏ । ହଟାତ ମଙ୍କର ହେହାନ୍ତ ହୋଇଗଲା। ବାପା କିଛି ବର୍ଷ ଦୁଇ ପିଲାଙ୍କୁ ନେଇ ଖୁସି ମନରେ ଜୀବନ କରୁଥାନ୍ତି । ଏମିତି ଗୋଟିଏ ଦିନ ଆସିଲା ଯେ ବାପା ର ମଧ୍ୟ ଦେହ ଭୀଷଣ ଖରାପ ହେଲା । ପୁଅଟିଏ କାହା ଘରେ କଣ ଟିକେ କରି କିଛି ପଇସା ରଖିଥାଏ । ବାପା କହିଲା ଝିଅ ଭାଇକୁ ଟିକେ ଡାକେ ମୁଁ ଆଉ ବଞ୍ଚିବି ନାହିଁ । ପୁଅ ଆସି ପଚାରିଲା ବାପା କହିଲା ମୋ ପାଇଁ କିଛି ବଟିକା ଦରକାର ନଚେତ୍ ମୁଁ ବଞ୍ଚିବି ନାହିଁ । ଏହା କାମ ନୁହେଁ ରେ ତୋ ପାଇଁ ଏହା "କର୍ତ୍ତବ୍ୟ" ବାପା ଯେବେ ବୁଡ଼ା ସମୟରେ ଟିକେ ସାହାଯ୍ୟ କରିବା ଗୋଟିଏ କର୍ତ୍ତବ୍ୟ ଯଦି ମୋର କିଛି ହୁଏ ତେବେ ତୁ ତୋର ସାନ ଭଉଣୀ ର ଠିକ୍ ଭାବରେ ତତେ ତା ପାଇଁ ବାପା, ମାଁ ଓ ଭାଇ ହିସାବରେ ତର "କର୍ତ୍ତବ୍ୟ" ପାଳନ କରିବୁ ଯାଅ ପୁଅ ବଟିକା ନେଇ ଆସି ଦେଖିଲା ବେଳେ ବାପା ଆଉ ଦୁନିଆରେ ନାହାନ୍ତି । ପୁଅ ବାପାଙ୍କର ଶବ ପାଖରେ ବସି କହିଲା ବାପା ମୁଁ ଝିଅର ଠିକ୍ ଭାବରେ ମୁଁ କର୍ତ୍ତବ୍ୟ ପାଳନ କରିବି ବାପା ।


Rate this content
Log in

Similar oriya story from Abstract