Sameer Kanhar

Abstract Children Stories Horror

4.6  

Sameer Kanhar

Abstract Children Stories Horror

ମାୟା ସଂସାର

ମାୟା ସଂସାର

1 min
479


 ପୃଥିବୀରେ ଯେତିକି ଯିବ ଅଛନ୍ତି ସବୁ ଠାରୁ ଶ୍ରେଷ୍ଠ ଯିବ ହେଉଛି ମଣିଷ । ତା ପାଖରେ ସବୁ କିଛି ଅଛି ହେଲେ ବେଳେ ବେଳେ ସେ । ଏତେ ବଡ଼ ସଂସାର ରେ ସେ ନିଜକୁ ହଜେଇ ଦିଏ । ସେ ନିଜକୁ ନିଜେ ଖୋଜି ପାଏ ନାହିଁ । କାରଣ ଏତେ ବଡ଼ ମାୟ ସଂସାର ରେ ସେ କେମିତି ଚିହ୍ନିବା ସମ୍ଭବ ନୁହେଁ। ମନୁଷ୍ୟ କୁ ଚାରିଆଡ଼େ ଲାଗେ ସବୁ କିଛି ଠିକ୍ ବୋଲି ସେ ଭାଭି ନିଏ । ମନୁଷ୍ୟ କୁ ଥରେ ଯଦି ଏହି ଲୋଭ ଗ୍ରାସ କରେ ତେବେ ସେ ଆଉ ଆଗକୁ ଯିବପାଇଁ ସେ ନିଜକୁ ନିଜେ ହଜେଇ ଦିଏ । ଏହି ବିରାଟ କାୟ ପୃଥିବୀରେ । ଏହି ପୃଥିବୀରେ ସବୁ କିଛି ପ ହେଲେ ବି ମଣିଷ କୁ ଗୋଟିଏ ଥର ଲୋଭ ଗ୍ରାସ କରେ ତେବେ ସେ ଆଉ ସେ ଠିକ୍ ରାସ୍ତାକୁ ପେରି ପାଇନି । ମାୟା ସଂସାର ରେ ଯିଏ ବି ଜନ୍ମ ଗ୍ରହଣ କରନ୍ତି ସେ ମଧ୍ୟ ମାୟା ଜାଲରେ ପଡ଼ି ଯାନ୍ତି। ଠିକ୍ ଯେ ପରି ପ୍ରଭୁ ଶ୍ରୀ କୃଷ୍ଣ ଯେମିତି ନିଜର ସାଙ୍ଗ ମାନଙ୍କ ସହିତ ନିଜକୁ ହଜେଇ ଦେଇଥିଲେ । ପୁଣି ଦେବକୀ ମାଁ ଙ୍କ ପାଖରୁ ଯାଇ ଯୋଶୋଦା ମାଁ ଙ୍କ ପାଖରେ ରହିଲେ ଠିକ୍ ସେପରି ଯେଉଁ ଜାଗାରେ ଅଧିକ ସ୍ନେହ ମିଳେ ସେ ଠାରେ ମଧ୍ୟ କିଛି ଲୋଚିକି ଥାଏ । ତେଣୁ ଏହି ମାୟା ସଂସାରରେ ରେ ସବୁଠାରୁ ସବୁ କିଛି ଯାଦୁ ବୋଲି ଲାଗି ଥାଏ ।


Rate this content
Log in

Similar oriya story from Abstract