Tapaswini Sarangi
Action Classics Fantasy
ବାହ୍ୟ ଯୁଦ୍ଧ ସିନା ସଭିଏଁ ଜାଣନ୍ତି
ଅନ୍ତରଯୁଦ୍ଧ ଜାଣେ ମନ
ଶୀତଳ ଯୁଦ୍ଧେ ଯେ ଗଭୀର ଅଶାନ୍ତି
ଜାଣିଥାଅ ସୁଧି ଜନ।।
ବାକ ଯୁଦ୍ଧେ ପୁଣି ବଳି ପଡ଼ିଯାଏ
ସମ୍ପର୍କ ର ସରୁ ଡୋର
ଆଗେ ମତାନ୍ତର ପୁଣି ମନାନ୍ତର
କେବେ ହେ ଯୁଦ୍ଧ ନକର।।
ମନେ ପଡ଼ ତୁମେ
ଦିଅ ମତେ ପ୍ରତ୍...
ଶେଷ ଚିଠି
ତୁ ମୋ ଡାଏରିର...
ଗୁରୁ ତୁମେ ମୋ ...
ଅଧିକାର
ନୀରିହା ନାରୀ
ଫୁଲ
ଯୁଦ୍ଧ
ବାପୁଜୀ
ଦେବୀ ଦେବୀ
ଖୁସିର ସମ୍ଭାର ଆଣି ଆସିଛନ୍ତି ମାଆ ଗଜଲକ୍ଷ୍ମୀ ଖୁସିର ସମ୍ଭାର ଆଣି ଆସିଛନ୍ତି ମାଆ ଗଜଲକ୍ଷ୍ମୀ
ଆଈ ଆଈ
ବଡ଼ାଇ ପ୍ରବାହ ବସି ସେ ବଖାଣି ସାଉଁଟି ଖୁସି ଭଣ୍ଡାର ପରିପୂର୍ଣ୍ଣ ବିଭା ଅତୁଳ ବିଭବ ବଡ଼ାଇ ପ୍ରବାହ ବସି ସେ ବଖାଣି ସାଉଁଟି ଖୁସି ଭଣ୍ଡାର ପରିପୂର୍ଣ୍ଣ ବିଭା ଅତୁଳ ବିଭବ
ମନ କଥା ମନ କଥା
ଶକ୍ତି ସ୍ୱରୂପା ମା ଦୁର୍ଗା ଶକ୍ତି ସ୍ୱରୂପା ମା ଦୁର୍ଗା
ମୋ ବାସ ମୋ ଭାବନା ମୋ ବାସ ମୋ ଭାବନା
ସବୁ କର ତୁଚ୍ଛ ହେ ମୂଢ଼ ମାନବ ଭଜ ଜଗନ୍ନାଥ ହରି ଭବ ସିନ୍ଧୁ ପାରି କରିଦେବେ ପ୍ରଭୁ କର ସବୁ କର ତୁଚ୍ଛ ହେ ମୂଢ଼ ମାନବ ଭଜ ଜଗନ୍ନାଥ ହରି ଭବ ସିନ୍ଧୁ ପାରି କରିଦେବେ ପ୍...
ବନ୍ଦେ ଉତ୍କଳ ଜନନୀ । ଆନନ୍ଦ ବଢିବ ଏକତା ବଢିବ ବନ୍ଦେ ଉତ୍କଳ ଜନନୀ । ତେବେ କିଆଁ ଡେରି ଶୁଭୁ ଶୁଭ ଭ ବନ୍ଦେ ଉତ୍କଳ ଜନନୀ । ଆନନ୍ଦ ବଢିବ ଏକତା ବଢିବ ବନ୍ଦେ ଉତ୍କଳ ଜନନୀ । ତେବେ କିଆଁ ଡେ...
ରଜ, ରାକ୍ଷୀ ପୂର୍ଣ୍ଣିମା ,ଦଶହରା ଦୋଳ ସାର ମନରେ ସୈାହାର୍ଦ୍ୟ ଭରି ପାଳନ୍ତି ସମସ୍ତ ନର । ମହାନଦୀ ଦୁ ରଜ, ରାକ୍ଷୀ ପୂର୍ଣ୍ଣିମା ,ଦଶହରା ଦୋଳ ସାର ମନରେ ସୈାହାର୍ଦ୍ୟ ଭରି ପାଳନ୍ତି ସମସ୍ତ ନର । ...
ଗ୍ରୀଷ୍ମର ଉତ୍ତାପ ବଢାଏ ସନ୍ତାପ ଢାଙ୍କି ଦିଅ ବାହୁ ଛାୟା ଜୀବନର ଯେତେ ଦୁଃଖ ଲିଭି ଯାଉ ଢାଳି ତୁମ କ ଗ୍ରୀଷ୍ମର ଉତ୍ତାପ ବଢାଏ ସନ୍ତାପ ଢାଙ୍କି ଦିଅ ବାହୁ ଛାୟା ଜୀବନର ଯେତେ ଦୁଃଖ ଲିଭି ଯାଉ ଢାଳ...
ମୁଁ ସବୁ କରିବି ମୁଁ ହିଁ ପାରିବି କାରଣ ଏ ସମାଜ କୋଳରେ ସର୍ବ ସ୍ୱତନ୍ତ୍ର ମୁଁ- " ଝିଅଟିଏ" । ମୁଁ ସବୁ କରିବି ମୁଁ ହିଁ ପାରିବି କାରଣ ଏ ସମାଜ କୋଳରେ ସର୍ବ ସ୍ୱତନ୍ତ୍ର ମୁଁ- " ଝିଅଟି...
ମାଗି ଦେ ସାରା ଜୀବନ ପାଇଁ ବାପା ମା ଙ୍କ ଖୁସି ତୋର ପ୍ରତିଦିନ ଚାଖୁଥିବୁ ତୁ ସ୍ୱାଦ ଖୁସିର...।। ମାଗି ଦେ ସାରା ଜୀବନ ପାଇଁ ବାପା ମା ଙ୍କ ଖୁସି ତୋର ପ୍ରତିଦିନ ଚାଖୁଥିବୁ ତୁ ସ୍ୱାଦ ଖୁସିର.....
ନିସ୍ବାର୍ଥ ଭାବରେ କାମ କରିଗଲେ ବିଧାତା ହୋଇବେ ସାହା ।। ନିସ୍ବାର୍ଥ ଭାବରେ କାମ କରିଗଲେ ବିଧାତା ହୋଇବେ ସାହା ।।
ହୋଇବ ବୈକୁଣ୍ଠ ପୁର। ସିଏ ତ ଜଗଦୀଶ୍ଵର। ହୋଇବ ବୈକୁଣ୍ଠ ପୁର। ସିଏ ତ ଜଗଦୀଶ୍ଵର।
ଅଦ୍ଭୁତ ସେସମୟର ଅବିରାମଗତି ତେଜୋମୟଜ୍ୟୋତି ମଣିଷ ସବୁ ବୁଝିସୁଝି ବି ନିଶ୍ଚିତ କରିପାରେନା ନିଜସ୍ଥିତି। ଅଦ୍ଭୁତ ସେସମୟର ଅବିରାମଗତି ତେଜୋମୟଜ୍ୟୋତି ମଣିଷ ସବୁ ବୁଝିସୁଝି ବି ନିଶ୍ଚିତ କରିପାରେନା ନିଜ...
ସଫଳତା ମୋର ଆକାଂକ୍ଷିତ ସ୍ଥାନ ନିର୍ଭୟେ ନାଉରୀ ସାଜିଛି ମୁହିଁ ସଫଳତା ମୋର ଆକାଂକ୍ଷିତ ସ୍ଥାନ ନିର୍ଭୟେ ନାଉରୀ ସାଜିଛି ମୁହିଁ
ସୁନା ଥାଳିର ଗୋଟି ଗୋଟି ଶହେ ଗଣା ଭାତ ବି ଆମରି ଉପଜ ଭୋ ସାଆନ୍ତେ । ସୁନା ଥାଳିର ଗୋଟି ଗୋଟି ଶହେ ଗଣା ଭାତ ବି ଆମରି ଉପଜ ଭୋ ସାଆନ୍ତେ ।
କାଳରାତ୍ରିର ଅସହାୟ ବାଟବଣା ପକ୍ଷୀଟେ ପରି ପ୍ରତୀକ୍ଷାରତ ନୂଆ ସକାଳ ଦେଖିବା ଲାଗି । କାଳରାତ୍ରିର ଅସହାୟ ବାଟବଣା ପକ୍ଷୀଟେ ପରି ପ୍ରତୀକ୍ଷାରତ ନୂଆ ସକାଳ ଦେଖିବା ଲାଗି ।
କରୁଥାଅ ନିତି ଗେଲ କରୁଥାଅ ନିତି ଗେଲ