Tapaswini Sarangi
Drama
କ୍ଷୁଦ୍ର ଫୁଲ ମୁହିଁ ଏ ଧରା ମଣ୍ଡଳେ
କ୍ଷୁଦ୍ର ମୋର ତନୁ ମନ
କ୍ଷୁଦ୍ର ଆଶା ନେଇ ଜନମ ଲଭିଛି
ମହାକାଇ ଦିଏ ବନ।।
ନୁହେ ପାରିଜାତ ନୁହେଁ ମୁଁ ଗୋଲାପ
ବଗିଚାର ଘାସ ଫୁଲ
ଜନମୁ ମରଣ ପାଇଲି କଷଣ
ପାଇଲିନି ମୋର ମୂଲ।।
ମନେ ପଡ଼ ତୁମେ
ଦିଅ ମତେ ପ୍ରତ୍...
ଶେଷ ଚିଠି
ତୁ ମୋ ଡାଏରିର...
ଗୁରୁ ତୁମେ ମୋ ...
ଅଧିକାର
ନୀରିହା ନାରୀ
ଫୁଲ
ଯୁଦ୍ଧ
ବାପୁଜୀ
ଉଜ୍ଜୀବିତ ସ୍ମୃତି ଉଜ୍ଜୀବିତ ସ୍ମୃତି
୩.କାହିଁ କର ଅଭିମାନ ବିଦୁଷୀ ଲୋପା ସାଲ ୩.କାହିଁ କର ଅଭିମାନ ବିଦୁଷୀ ଲୋପା ସାଲ
କୁଳବଧୂ ମୁଁ ଯେ କୁଳ ଗୌରବ କେଉଁ ଶିକ୍ଷାରେ ଚିନ୍ତିଲେ ଦରବ ଖେଳୁ ନଥିଲି ମୁଁ ପାଶାରେ ବସି କାହିଁ କୁଳବଧୂ ମୁଁ ଯେ କୁଳ ଗୌରବ କେଉଁ ଶିକ୍ଷାରେ ଚିନ୍ତିଲେ ଦରବ ଖେଳୁ ନଥିଲି ମୁଁ ପାଶାରେ ବ...
ଭକତ ଭାବରେ ସେ ଚିର ଅମର ହୋଇ ରହିଛନ୍ତି ହନୁମାନ ବୀର ଯେ। ଭକତ ଭାବରେ ସେ ଚିର ଅମର ହୋଇ ରହିଛନ୍ତି ହନୁମାନ ବୀର ଯେ।
ସାମର୍ଥ୍ୟ ନଥିଲେ ଏଇ ଦୁନିଆରେ ବଞ୍ଚିବାଟା ଭାରି କଷ୍ଟ ନିଜର ଲୋକ ବି ନିନ୍ଦା ଆଚରିବେ ନକରି ପାରି ସାମର୍ଥ୍ୟ ନଥିଲେ ଏଇ ଦୁନିଆରେ ବଞ୍ଚିବାଟା ଭାରି କଷ୍ଟ ନିଜର ଲୋକ ବି ନିନ୍ଦା ଆଚରିବେ ...
ଦର୍ପଣ ଉପରୁ ଆଖି ଫେରାଇଲେ ସୁଲୋଚନା। ତାକୁ ପାଖରେ ପାଇ ବହୁତ ଖୁସି ହେଉଥିଲେ ସେ। ବିନା ବାକ୍ଯ ବିନିମୟର ଦର୍ପଣ ଉପରୁ ଆଖି ଫେରାଇଲେ ସୁଲୋଚନା। ତାକୁ ପାଖରେ ପାଇ ବହୁତ ଖୁସି ହେଉଥିଲେ ସେ। ବିନା ବାକ୍ଯ ...
ସନାତନ ଧର୍ମ ଅସ୍ମିତା ପରାଏ ପର୍ବ ପର୍ବାଣୀ ରହିଛି, ବିଜ୍ଞାନ ସମ୍ମତ ଋତୁ ଉପଯୋଗୀ ସନାତନ ଧର୍ମ ଅସ୍ମିତା ପରାଏ ପର୍ବ ପର୍ବାଣୀ ରହିଛି, ବିଜ୍ଞାନ ସମ୍ମତ ଋତୁ...
ସନ୍ତାନର ସିଏ ପ୍ରସଵିନୀଟିଏ ଢାଳେ ବାତ୍ସଲ୍ୟମମତା ଜୀବନଟା ତା'ର ସାର୍ଥକ ହୁଅଇ ଦୁହିତା ପାଏ ପୂର୍ଣ୍ଣ ସନ୍ତାନର ସିଏ ପ୍ରସଵିନୀଟିଏ ଢାଳେ ବାତ୍ସଲ୍ୟମମତା ଜୀବନଟା ତା'ର ସାର୍ଥକ ହୁଅଇ ଦୁହିତ...
ଭୁଲିଯାଅ ମତେ ସୁଖ ବେଳେ ସାଥୀ ବିପଦେ କେବେ ମତେ ଭୁଲିନଯିବ ।। ୩।। ଆରେ .....ଦ୍ରୁଦୟରୁ ଡା ଭୁଲିଯାଅ ମତେ ସୁଖ ବେଳେ ସାଥୀ ବିପଦେ କେବେ ମତେ ଭୁଲିନଯିବ ।। ୩।। ଆରେ ........
ପବିତ୍ର ପାର୍ବଣ ମାଣବସା ଦିନ ଲକ୍ଷ୍ମୀ ପୂଜା ହୁଏ ଯାର, ଗୃହର ଗୃହଣୀ ପବିତ୍ର ମନରେ ପୂ ପବିତ୍ର ପାର୍ବଣ ମାଣବସା ଦିନ ଲକ୍ଷ୍ମୀ ପୂଜା ହୁଏ ଯାର, ଗୃହର ଗୃହଣୀ ପବିତ୍...
ପୁରାଣ ଗୀତା ବେକାର କଥା ବଳ ଟି ପିତା ଧନ ଟି ମାତା, ନିଜର ଚିତା ଜାଳେ ଜନତା ପୁରାଣ ଗୀତା ବେକାର କଥା ବଳ ଟି ପିତା ଧନ ଟି ମାତା, ନିଜର ଚିତା ଜାଳେ...
ଛୋଟ ବୟସରେ ତୁମ ସେବା କରି ପାଉଥିଲେ କେତେ ଖୁସି ଆଜି ବୋଝ ବୋଲି କାହିଁକି ଯେ ଲାଗେ ତାଙ୍କର ଚେନାଏ ଖ ଛୋଟ ବୟସରେ ତୁମ ସେବା କରି ପାଉଥିଲେ କେତେ ଖୁସି ଆଜି ବୋଝ ବୋଲି କାହିଁକି ଯେ ଲାଗେ ତ...
ପୁଣି ଏକ ଚରିତ୍ରର ହୁଏ ଉନ୍ମୋଚନ କାହାର ରହିବ ନାହିଁ ଅଙ୍କୁଶ ଶାସନ । ପତିଆରା ଯେତେ କର ସମୟର ଆଗେ କ ପୁଣି ଏକ ଚରିତ୍ରର ହୁଏ ଉନ୍ମୋଚନ କାହାର ରହିବ ନାହିଁ ଅଙ୍କୁଶ ଶାସନ । ପତିଆରା ଯେତେ କର ସମୟର...
ଡାକ ଦେଲେ କିଏ ଶ୍ରଦ୍ଧାରେ ଥରେ, ନିମିଷକେ ତା'ର ବିପତ୍ତି ହରେ । ହନୁମାନ ମହାବୀର, ସାରା ସଂସାରର କୁ ଡାକ ଦେଲେ କିଏ ଶ୍ରଦ୍ଧାରେ ଥରେ, ନିମିଷକେ ତା'ର ବିପତ୍ତି ହରେ । ହନୁମାନ ମହାବୀର, ସାରା ସଂ...
ଥିଲା ମାୟା ମରିଚିର ଭ୍ରାନ୍ତି ... ବିଭତ୍ସ ସେ ମଧୁଭ୍ରାନ୍ତିର ସ୍ମୃତି । ଥିଲା ମାୟା ମରିଚିର ଭ୍ରାନ୍ତି ... ବିଭତ୍ସ ସେ ମଧୁଭ୍ରାନ୍ତିର ସ୍ମୃତି ।
ଭୃଣ ହତ୍ୟା ମନ ସଂକୁଚିତ କର ବଞ୍ଚି ରହୁ ନାରୀ ଜାତି । ଭୃଣ ହତ୍ୟା ମନ ସଂକୁଚିତ କର ବଞ୍ଚି ରହୁ ନାରୀ ଜାତି ।
ଅଛି ଯଦି ଏଇ ସର୍ଜନାରେ ଶକ୍ତି, ଥମିବ ବର୍ଷା ପାହିବ ଏ ରାତି ସତ ହେବ ଦିନେ କଳ୍ପନାରେ ଗଢା, ଏହି ଏକ ଛଦ ଅଛି ଯଦି ଏଇ ସର୍ଜନାରେ ଶକ୍ତି, ଥମିବ ବର୍ଷା ପାହିବ ଏ ରାତି ସତ ହେବ ଦିନେ କଳ୍ପନାରେ ଗଢା, ଏହ...
ମାଟିର ସନ୍ତାନ ପରା ଆମେ, ଏତିକିରେ ଡରି ଯିବା କାହିଁ...! ମାଟିର ସନ୍ତାନ ପରା ଆମେ, ଏତିକିରେ ଡରି ଯିବା କାହିଁ...!
ଭାବ ବିନୋଦିଆ କାଳିଆ ଠାକୁର ଭାବ ବିନୋଦିଆ କାଳିଆ ଠାକୁର
ତୋ ଅଳି, ଅଝଟ ଅଭିମାନ ଆଉ କେତେ ମନଲୋଭା ଠାଣି , ଦେଖିକରି ତୋତେ ଖୁସିରେ ଡାକେ ମୁଁ ଆ' ଆ..ମୋ.... ତୋ ଅଳି, ଅଝଟ ଅଭିମାନ ଆଉ କେତେ ମନଲୋଭା ଠାଣି , ଦେଖିକରି ତୋତେ ଖୁସିରେ ଡାକେ ମୁଁ ଆ...