STORYMIRROR

Tapaswini Sarangi

Tragedy Fantasy Inspirational

3  

Tapaswini Sarangi

Tragedy Fantasy Inspirational

ନୀରିହା ନାରୀ

ନୀରିହା ନାରୀ

1 min
186


ଦଗ୍ଧ ହୃଦୟରେ ପ୍ରୀତିର ସମ୍ଭାରେ କଜ୍ୱଳ ରେ ତାର ପୀଡା

ଆଖିର ଅଶ୍ରୁକୁ ଓଠେ ପିଉଥାଏ  ସବୁଠି ସାଜି ଅଲୋଡ଼ା।।

ବିନା ପ୍ରତିବାଦେ କଷ୍ଟ ସହିଯାଏ ଭଗ୍ନୀ ମାଆ ପତ୍ନୀ ସାଜି

ପୁରୁଷ ପ୍ରଧାନ ସମାଜ ଆମର  ଲଗାଏ ନାରୀଙ୍କୁ ବାଜି।।

ନୀରିହ ଚାହାଣୀ ସେ ନୀରିହ ଆତ୍ମା  ହୃଦକୁ ପଥର କରି

ସକଳ ଦାୟିତ୍ବ ମୁଣ୍ଡରେ ମୁଣ୍ଡାଏ  ସିଏ ଯେ ନୀରିହା ନାରୀ।।

ପତି ପୁତ୍ର ଧର୍ମ ଆନନ୍ଦେ ପାଳଇ  ସାଜି ସିଏ ସର୍ବଂସହା

ତା'ଦୁଃଖ ସମୟେ କେହି କେବେ ଥରେ କହିନାହିଁ ପଦେ ଆହା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy