ଯୁବ ବନ୍ଧୁ ସାବଧାନ
ଯୁବ ବନ୍ଧୁ ସାବଧାନ
ଯୁବ ବନ୍ଧୁ ସାବଧାନ!
କହୁଛି ମୋର କଥା ମାନ
ଗୁଟଖା ଖଇନି ନ ଖାଇ
କ୍ୟାନ୍ସର ରୋଗ ଠୁ ଦୁରେଇ
ଗାଇବା, ନାଚିବା.
ତାକ ଧିନା ଧିନ ଧିନ୍,
ତାକ ଧିନା ଧିନ ଧିନ୍ ।
ଯୁବ ବନ୍ଧୁ ସାବଧାନ!
କହୁଛି ମୋର କଥା ମାନ
ସିଗାରେଟ, ବିଡି ନ ପିଇ
ଧୂଆଁ ମୁକ୍ତ ରହି
ଗାଇବା, ନାଚିବା...
ତାକ ଧିନା ଧିନ ଧିନ୍,
ତାକ ଧିନା ଧିନ ଧିନ୍ ।
ଯୁବ ବନ୍ଧୁ ସାବଧାନ!
କହୁଛି ମୋର କଥା ମାନ
ମଦ, ବିୟର ଛାଡ଼ି ଦେଇ
ସୁସ୍ଥ ଜୀବନ ଆପଣେଇ
ଗାଇବା, ନାଚିବା...
ତାକ ଧିନା ଧିନ ଧିନ୍,
ତାକ ଧିନା ଧିନ ଧିନ୍ ।
ଯୁବ ବନ୍ଧୁ ସାବଧାନ
କହୁଛି ମୋର କଥା ମାନ
ହୁକଃ ଫାଶରେ ନ ପଡ଼ି
ସୁଖୀ ଜୀବନ ଆପଣେଇ
ଗାଇବା, ନାଚିବା...
ତାକ ଧିନା ଧିନ ଧିନ୍,
ତାକ ଧିନା ଧିନ ଧିନ୍. ।
ଯୁବ ବନ୍ଧୁ ସାବଧାନ
କହୁଛି ମୋର କଥା ମାନ
ପାଉଡର ଠାରୁ ଦୂରେଇ
ନିଶା ମୁକ୍ତ ରହି
ଗାଇବା, ନାଚିବା
ତାକ ଧିନା ଧିନ ଧିନ୍,
ତାକ ଧିନା ଧିନ ଧିନ୍ ।
ଯୁବ ବନ୍ଧୁ ସାବଧାନ
କହୁଛି ମୋର କଥା ମାନ
ଗଞ୍ଜେଇ, ଅଫିମ ଫିଙ୍ଗୀ ଦେଇ
ରୋଗ ମୁକ୍ତ ହୋଇ
ଗାଇବା, ନାଚିବା
ତାକ ଧିନା ଧିନ ଧିନ୍,
ତାକ ଧିନା ଧିନ ଧିନ୍ ।
ଯୁବ ବନ୍ଧୁ ସାବଧାନ
କହୁଛି ମୋର କଥା ମାନ
ନିଶା ବାଟିକା, ଇଞ୍ଜେକ୍ସନ ଛାଡି
ଡାକ୍ତରୀ ପରାମର୍ଶ ନେଇ
ନିଶା ମୁକ୍ତ ରହି
ଗାଇବା, ନାଚିବା
ତାକ ଧିନା ଧିନ ଧିନ୍,
ତାକ ଧିନା ଧିନ ଧିନ୍ ।

