Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sahil Kumar Das

Thriller

3  

Sahil Kumar Das

Thriller

ଯନ୍ତ୍ରଣା

ଯନ୍ତ୍ରଣା

1 min
11.5K


କିଣିବାକୁ ଯେବେ ବାହାରିଛୁ ସାଇ

ଯନ୍ତ୍ରଣା ସଉଦା ବୋଝ

ମୂଲଚାଲ ଟିକେ ଦେଖିକି କରିବୁ

ଫେରେଇ ମନ ଦରଜ ।


ଗଲା ଥରକ ଟା' ଅଣିଥିଲୁ ଯାହା

ପଡିଲା ସେ' ଟା' ବଜାରୀ

ରାତି ଥାଉ ବାକି ସଞ୍ଜ ନ ପୂରୁଣୁ

କାନ୍ଦି ଯାଉଥିଲା ମରି ।

ଏଥର ଆଣିବୁ ଦେଖି ଚାହିଁ ଗୋଟେ

ଖାନ୍ଦାନି ମିଠା ଯନ୍ତ୍ରଣା

ସାରା ରାତି ଯିଏ ତୋ ଦୁଃଖରେ ଭିଜି

ହେଉଥିବ ବାଟବଣା ।


Rate this content
Log in

Similar oriya poem from Thriller