Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sahil Kumar Das

Abstract

3  

Sahil Kumar Das

Abstract

ସମ୍ପର୍କର ଆରମ୍ଭ କେଉଁଠୁ ?

ସମ୍ପର୍କର ଆରମ୍ଭ କେଉଁଠୁ ?

1 min
251



ସମ୍ପର୍କର ଆରମ୍ଭ କେଉଁଠୁ ?

ବିଶ୍ୱାସ, ସ୍ୱାର୍ଥ, ଅଭିଜ୍ଞତା ?

ତେବେ କଣ ନଥିଲା ଆମ ଭିତରେ ?

ସମୟ, ସ୍ମୃତି, ପ୍ରେମ, ନା ସାକ୍ଷାତକାର ?

ଯଦି ନଥିଲା ଦାୟୀ କିଏ ?

ମୁଁ ,ତୁମେ ନା ଭାଗ୍ୟ ?

ଯଦି ଥିଲା ଦୋଷୀ କିଏ ?

କର୍ମ, ଭାବନା ନା ପ୍ରତାରଣା ?

କଣ ହେଲା ?

ନାହିଁ ନା ଉତ୍ତର !

ତେବେ ସମ୍ପର୍କର ଆରମ୍ଭ କେଉଁଠୁ ?


Rate this content
Log in

Similar oriya poem from Abstract