STORYMIRROR

Sudhashree Bhattamisra

Tragedy

2  

Sudhashree Bhattamisra

Tragedy

ଯନ୍ତ୍ରଣା

ଯନ୍ତ୍ରଣା

1 min
115

ସନ୍ଧିକ୍ଷଣରେ ଏବେ

ମାନବ ଧର୍ମ

ସନ୍ଧିକ୍ଷଣରେ ଏବେ ନାରୀ ସମାଜ

ମାନବ ଯେ

ପଶୁତ୍ବର ଦ୍ୱାହିଦେଇ

ପଙ୍ଗୁ

ସମାଜର

ପରିକଳ୍ପନାରେ

ମସଗୁଲ ହୁଏ

ଯେଉଁଠି ଖାଲି

ଯନ୍ତ୍ରଣାର

ସ୍ୱର, ଶୁଭେ

ଜୀବନ ଭଳି ତେଜୀୟାନ

ଶବ୍ଦଟା, ମଳିନ

ନିଷ୍ପ୍ରଭ, ହୀନପ୍ରଭ

ମନେହୁଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ତମେ

ତମେ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଘୃଣା

ଘୃଣା

1 min ପଢ଼ନ୍ତୁ

ସର୍ତ

ସର୍ତ

1 min ପଢ଼ନ୍ତୁ

ଅନ୍ତ

ଅନ୍ତ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

Similar oriya poem from Tragedy