STORYMIRROR

NAGENDRA KUMAR ROUT

Tragedy

3  

NAGENDRA KUMAR ROUT

Tragedy

ଯନ୍ତ୍ରଣା

ଯନ୍ତ୍ରଣା

1 min
360

ତମ ଅନ୍ତର ତଳର ବ୍ୟଥା

ଶବ୍ଦେ ଶବ୍ଦେ ଦେଖେ

 ଦୁଃଖ ଖାଲି ଦୁଃଖ

ଭାବିଲେ ଘୁରୁଇ ମଥା

ଏଇତ ସଂସାର କଥା

କେବେ ଖରା ଜୁଟେ

କେବେ ଛାଇ ଘୋଟେ

ଜୀବନ ଲାଗଇ ପିତା

ତଥାପି ସାହସ ବାନ୍ଧିବାକୁ ହୁଏ

ଲଟା ପରି ବଢ଼ିବାକୁ

କିଏ ଜାଣିଥିଲା ଅଚାନକ କିଏ

ଯନ୍ତ୍ରଣା ଦେବଇ ତାକୁ

କଷ୍ଟ ସହିବାଟା 

ଜୀବନରେ ଆମ

ଲେଖା ହୋଇଥାଏ ଯେବେ

ଭୋଗିବାକୁ ହେବ 

ନିଶ୍ଚୟ ତାହାକୁ

ଯନ୍ତ୍ରଣାଦାୟୀ ଏ ଭବେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy