STORYMIRROR

Sudhashree Bhattamisra

Abstract

4  

Sudhashree Bhattamisra

Abstract

ଯଜ୍ଞ

ଯଜ୍ଞ

1 min
11

ଜୀବନ ଏକ ଏମିତି

ଯଜ୍ଞ ହୁଏ ସେହି ଯଜ୍ଞ ରେ

ଆହୁତି ନିଜେ ହିଁ ହୁଏ

ଜୀବନ ଯଜ୍ଞରେ ଆହୁତି

ହେବାକୁ, ଯଜ୍ଞ ଏହି ଜୀବନଟା

ଆହୁତି ହିଁ ହୁଏ, ଆଦ୍ୟରୁ ପ୍ରାନ୍ତ

କେଉଁଠି ଆରମ୍ଭ କେଉଁଠି ଅନ୍ତ

ଯଜ୍ଞ କିନ୍ତୁ ହୁଏ ଜୀବନଟା

ସେହି ଯଜ୍ଞ ରେ ଆହୁତି

ନିଜେ ହିଁ ହୁଏ ।


Rate this content
Log in

Similar oriya poem from Abstract