STORYMIRROR

Naheda Shaheen

Inspirational

3  

Naheda Shaheen

Inspirational

ଯୌବନ

ଯୌବନ

1 min
210

ଯୌବନ ତରି ରେ ଜୀବନ ଚାଲିଛି

ଜୀବନଟା ତପ୍ତ ମରୁଭୂମି ସମ 

ଯୈ।ବନ ସୁଶିତଳ ନଦୀ ପରି ବହୁଛି।


ସଂସାରର ଚକା ଅନବରତ ଗଡୁଛି।

ଉଦ୍ଦାମ ଯୈ।ବନ, ଅଟେ ନିରର୍ଥକ

ନାହିଁ ସଂସ୍କାର ଯେଉଁ ଠି।‌‌

କି କରିବା ଆମେ ସଂସ୍କାର ହୀନ ଜୀବନ

ନିରର୍ଥକ ଅଟେ ଏ ପରି ଯୌବନ।

ନାହିଁ ଯେଉଁଠି ଦେଶପ୍ରେମ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational