Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr. Rajib Lochan Panigrahy

Drama Fantasy Inspirational

3  

Dr. Rajib Lochan Panigrahy

Drama Fantasy Inspirational

ଯାତ୍ରା

ଯାତ୍ରା

1 min
181



ମଣିଷ ଜୀବନଟା

ଅଟେ ଏକ ଯାତ୍ରା

ଏନ୍ତୁଡ଼ି ନିଆଁ ରୁ

ଜୁଇ ନିଆଁ ଯାଏଁ

ଯାହାର ଅନ୍ୟ ନାମ

ଦୁନିଆ ହୁଏ |

ଦୁନିଆ ଦାଣ୍ଡରେ

ସବୁତ ନଶ୍ୱର

ସବୁ ପ୍ରାଣୀ ଦେହେ

ରହନ୍ତି ଇଶ୍ୱର

ଜୀବେ ଦୟା କଲେ

ଜୀବନ ଯାତ୍ରା

ପ୍ରଭୁ ମିଳନ୍ତି ହେଳେ |

ଦୁନିଆ ରେ ଏକ ସାର

ପ୍ରଭୁ ନାମ ଧର ନିରନ୍ତର

ଯେଉଁ ସ୍ଥାନେ ଯେମିତି ଥାଅ

ପ୍ରଭୁ ନାମ ତୁଣ୍ଡେ ଧରୁଥାଅ |

ସକାଳରୁ ସଞ୍ଜ

ସଞ୍ଜରୁ ସକାଳ

ବିଭୁ ପାଦେ ରଖ ଲୟ

ଯାତ୍ରା ର ଆରମ୍ଭେ

ଯାତରା କାଳରେ

ସଦା ତାଙ୍କୁ ଧ୍ୟାଉଥାଉ |

କିଏ ବା ଜାଣିଛି

ବିଭୁ ଇଚ୍ଛା କ'ଣ

କେଉଁ ଯାତ୍ରା ହେବ

ଶେଷ ଯାତ୍ରା

ଯାତରା ଶେଷରେ

କୋକେଇ ଶେଯ ରେ

ରାମ ନାମ ସତ୍ୟ ହୁଏ |



Rate this content
Log in

Similar oriya poem from Drama