STORYMIRROR

Pranati Mahapatra

Inspirational

4  

Pranati Mahapatra

Inspirational

ଯାଜ୍ଞସେନୀ

ଯାଜ୍ଞସେନୀ

1 min
80

ଯଜ୍ଞବେଦୀରୁ ଯାତ ସିଏ ଯିଏ

ନାମ ତାଙ୍କ ଯାଜ୍ଞସେନୀ,

ପାଞ୍ଚପତିଙ୍କର ପତ୍ନୀ ପରା ସେ

ଅଟନ୍ତି ସତୀ ଶିରୋମଣି।(୧)


ନାରୀ ସମାଜର ସ୍ଵଛ ଦର୍ପଣ ସେ

କର୍ମ ଜ୍ଞାନ ଧୈର୍ଯ୍ୟ ଅସୀମ,

ଶକ୍ତି ସ୍ଵରୁପିଣୀ ଅଯୋନୀ ସମ୍ଭୁତା

ସହିଷ୍ଣୁତା ପୁଣି ଆଦର୍ଶ ସମ।(୨)


ଯଜ୍ଞ ସମ୍ଭୁତା ଦ୍ରୃପଦ ନନ୍ଦିନୀ

ଅପରୂପା ସୁନ୍ଦରୀ,

ରାଜାର ନନ୍ଦିନୀ ବନେ ବନେ ବୁଲି

କଷ୍ଟ ଦୁଃଖସହି ଆଦର୍ଶ ନାରୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational