Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alhadini Panigrahi dash

Classics

3  

Alhadini Panigrahi dash

Classics

ଉଷତ୍ ବେଡା ମେଘର୍ ରଜା

ଉଷତ୍ ବେଡା ମେଘର୍ ରଜା

1 min
191



ଆକାଶ୍ ଝରକା ନୁ ମୁହୁଁ ଡୁପେଇ,

ମେଘ୍ ଡୁଙ୍ଗି ଡୁଙ୍ଗି ଦେଖୁଛେ,

ସରମେ ମରି ଧରତୀ ରାନୀ,

ମୁଲ୍କି ହସା ମାରୁଛେ,

ଉଷତ୍ ବେଡା ମେଘର୍ ରଜା,

ଦେଖେଇ ଦେଖେଇ କହୁଛେ,

କାଏଁ ଯେ ଧରା ମୁହୁଁ ଟା ସାରା 

ଶୁଖା ଖଡ୍ ଖଡ୍ ଦିଶୁଛେ,

ନାଇଁ କର୍ ଧନ୍ ଉନା ତୋର୍ ମନ୍,

ବର୍ଷା ବନି କେ କହିଛେଁ,

ତାର୍ ହାତେ ପଠାମି ସାଗୁଆ କପ୍ଟା,

ପ୍ରକୃତି ନାନୀ କେ ବଏନା ଦେଇ ସାରିଛେଁ ା


Rate this content
Log in

Similar oriya poem from Classics