Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manoj kumar Maharana

Inspirational

2  

Manoj kumar Maharana

Inspirational

ଉପଧର୍ମ ପାଇଁ ଉପଦେଶ

ଉପଧର୍ମ ପାଇଁ ଉପଦେଶ

1 min
7.1K




ତୋ'ର ଅଛି କି' ସାହସ

ନାଶିବାକୁ ହସ

ପାପାତ୍ମା ମାନଙ୍କ ଅଧରୁ,

ମହାବୀର ଯଦି ତୁହି

ଭୀରୁ ସଜି କିଆଁ

ଶୋଧୁଥାଉ ତାଙ୍କୁ ଦୂରରୁ,,


ଦେଖାଇ'ଦେ ତୋ ବଳ ବାହୁରେ

ଜାଗ୍ରତ କରି ତୋ ବୁଦ୍ଧିରେ,

ରାମ ପରି ସୈନ୍ୟ ଧରି

ଅବା ପର୍ଶୁରାମ ସାଜି...

କଳିଙ୍ଗୁ ପାପୀଙ୍କୁ ହଟାରେ,


ତୁ କେତେ ଦିନ ଆଉ

ତୁନି ରହିଥିବୁ

ଲୁଚି ଘରେ ଦେଇ ପଟାରେ,

ତୁ କଳିଙ୍ଗୁ ପାପୀଙ୍କୁ ହଟାରେ,

ତୁ କଳିଙ୍ଗୁ ପାପୀଙ୍କୁ ହଟାରେ... ||



Rate this content
Log in

Similar oriya poem from Inspirational