STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଉଜୁଡା ସ୍ତମ୍ଭ

ଉଜୁଡା ସ୍ତମ୍ଭ

1 min
11.8K


ଦୁଶ୍ଚିନ୍ତା ଶକ୍ତି ଅତି ପ୍ରବଳ

ଲଙ୍ଘି ଗଲା କୂଳ

ପ୍ରସ୍ଫୁଟିତ ପୁଷ୍ପ ପାଖୁଡା

ବୃନ୍ତ ଚ୍ୟୁତ

ଧରା ଶାୟୀ ଆଶା ଥିଲା

ଅସୁମାରୀ 

ଅଦେଖା ହାତ ଦେଲା ଲମ୍ବାଇ

ମୁଠା କରି ଜାବୁଡ଼ି ଧରି

କୋମଳ ପାଖୁଡ଼ା 

ଦେଲା ରୋମନ୍ଥି

ନଥିଲା ସୃଷ୍ଟିର ଅବିବ୍ୟକ୍ତ

କାନଭାସ୍ ର ରଙ୍ଗ

ତୂଳିରୁ ଯାଇଛି ଖସି

ଚିତ୍ର ପଟ ଜଳି ଯାଇଛି

ସ୍ମୃତି ବାକି ପଡ଼ିଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational