STORYMIRROR

Manasmita Parida

Abstract

2  

Manasmita Parida

Abstract

ଉଡା ଚଢ଼େଇ

ଉଡା ଚଢ଼େଇ

1 min
323

ଯଦି ମୁଁ ହୁଅନ୍ତି ଏକ ଉଡା ଚଢ଼େଇ

ଉଡି ଯାଇ କେଉଁ ନିର୍ଜନ ଦ୍ଵୀପେ 

ଏକା ରୁହନ୍ତି ମୁଁ ଯାଇ

ନଥିବ ଚିନ୍ତା

ବୁଲୁଥିବି ମୁଁ ଚିନ୍ତାମୁକ୍ତ ହୋଇ

ନଥିବ ପ୍ରତିବନ୍ଧକ

ବୁଲୁଥିବି ମୁଁ ଯାଯାବର ହୋଇ

ନଥିବେ ସେଠି ବନ୍ଧୁପରିଜନ 

ନଥିବ ସେଠି ରାଗ, ଅଭିମାନ

ଥିବ ସେଠି କେବଳ ଶାନ୍ତି

ଚର୍ତୁପାର୍ଶ୍ୱରେ କେବଳ ଦେଖିବି ପ୍ରକୃତି


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract