STORYMIRROR

Manasmita Parida

Abstract

2  

Manasmita Parida

Abstract

ଗ୍ରାମ୍ୟସଭ୍ୟତା

ଗ୍ରାମ୍ୟସଭ୍ୟତା

1 min
117

ନିରବ,

ଗାଁର କମlରଶାଳ

ଆଜି ନାହିଁ ସେଠି

ଲୁହା ହାତୁଡିର ଠକ ଠକ ଶବ୍ଦ

ନିରବ,

ଗାଁ ଧୋବା ତୁଠ

ଶୁଭେନା ସେଠି 

ଧୋବଣୀର ଲୁଗା ପିଟା ଶବ୍ଦ

ନିରବ,

ଗାଁ ଭାଗବତ ଟୁଙ୍ଗି

ଆଉ ହୁଏନା

ଗୀତା ଭାଗବତର ଚର୍ଚ୍ଚା 

ନିରବ,

ଗାଁ ସାହିର ଢ଼ିଙ୍କିଶାଳ

ନାହିଁ ସେଠି ଧାନ କୁଟାର ଶବ୍ଦ

ନିରବ,

ବିଷର୍ଣ୍ଣ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract