Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manasmita Parida

Romance

2  

Manasmita Parida

Romance

ତୁମେ ଓ ମୁଁ

ତୁମେ ଓ ମୁଁ

1 min
187


ହାସ୍ୟ ଉଲ୍ଲାସରେ ରଙ୍ଗାଳୟ କର 

ତୁମର ସବୁ ମୁହୂର୍ତ୍ତକୁ ।


ଭୟଙ୍କର,ବିଭତ୍ସ ନିର୍ଜନ ଶ୍ମଶାନ

ପରି ହୋଇ ଥାଏ ମୋ ଜୀବନ ।


ରଙ୍ଗୀନ ହୋଇ ଦେଖ ତୁମେ ଦୁନିଆକୁ

ସ୍ୱପ୍ନ ବିଳସୀ,ପ୍ରେମବିଲସୀ ଆଖିରେ

ମୋ ଆଖି ଯହିଁ ଦେଖେ ଦୁନିଆକୁ 

ବିବର୍ଣ୍ଣ,ବିଷର୍ଣ୍ଣ ପଟଚିତ୍ରରେ ।


ବସନ୍ତର ସବୁଜିମାକୁ ଦେଖି

ତୁମେ ଚପଳ ହୁଅ ବିହଙ୍ଗମାଙ୍କ ପରି

ମୁଁ ତ ଅନିଶ୍ଚିତ ବାତ୍ୟାର ଝଡ଼

ଯିଏ ଉଜାଡ଼ି ଦିଏ ନିଜ ହାତେ 

ସୁନ୍ଦର ଯୌବନର ଛବି ।


Rate this content
Log in

Similar oriya poem from Romance