STORYMIRROR

Manasmita Parida

Abstract

2  

Manasmita Parida

Abstract

ହେ ସୁବାଷ

ହେ ସୁବାଷ

1 min
185

'ମୋତେ ରକ୍ତ ଦିଅ,ମୁଁ ତୁମକୁ ସ୍ୱାଧିନତା ଦେବି'

କହି ବୁଲିଲ

ଦଶ ସିଂହର ବଳ ନେଇ 

ସ୍ୱାଧୀନତା ପାଇଁ ଲଢ଼ିଲ

ହେ ବୀର ପୁରୁଷ ତୁମେ ଯେ ମହାନ

ଚେଷ୍ଟିତ ଥିଲ ସଦା କରିବାକୁ

ଇଂରେଜ ଶାସନକୁ ଦମନ

ଆଜାଦ ହିନ୍ଦ ଫୌଜ ଗଢିଲ

ସଂଗ୍ରାମ ସ୍ରୋତରେ ଭାରତବାସୀଙ୍କୁ ଯୋଡିଲ

ଜୀବନର ଚରମ ଲକ୍ଷ୍ୟରେ ଥିଲା

ତୁମର ସ୍ୱାଧୀନତା ପ୍ରାପ୍ତି

ଆଜି ବ ତୁମ ମୃତ୍ୟୁର ରହସ୍ୟ ପ୍ରଶ୍ନବାଚୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract