STORYMIRROR

Manasmita Parida

Abstract

2  

Manasmita Parida

Abstract

ସହରିସଭ୍ୟତା

ସହରିସଭ୍ୟତା

1 min
193

ଦିନରୁ ରାତି ଯାଏଁ

ଗାଡିମଟରର କେ କେ ଶବ୍ଦ

ସବୁ ବେଳେ ଚଳଚଞ୍ଚଳ ପରିବେଶ

କ୍ଷୀରଵାଲାର କଲିଂବେଲରୁ 

ଜଣାପଡେ ସକାଳ ହେବାର

ତା ପରେ ବେଡ଼ରୁମରୁ ବାଥରୁମ

କିଚେନରୁମରୁ ଡାଇନିଂରୁମ

ଅଫିସରେ ପଂହଁଚିବା ପାଇ

ଟ୍ରାଫିକ କ୍ଲିଅରର ଚିନ୍ତା

ଅଫିସ ୱାର୍କ,ଲଞ୍ଚ

ସପିଙ୍ଗ ସାରି ରୁମକୁ ରିଟର୍ଣ୍ଣି

ଜୋମାଟରୁ ଅଡ଼ର୍ର ହୁଏ ଖାଦ୍ୟ

ବାପା ମା ଛୁଆ ଶୋଇଯାନ୍ତି

ନିଜ ନିଜ ବେଡ଼ରୁମରେ

ନା ଥାଏ ସ୍ନେହ ନା ଥାଏ ନିବିଡ଼ତା

ପରିବାର ମଧ୍ୟରେ 

କେବଳ ରହିଥାଏ ନାକୁ ମାତ୍ର ସମ୍ପର୍କ

ପୁଅ ବେସ୍ତ ରହି ଯାଏ ପପିଜିରେ

ମା କିଟି ପାର୍ଟିରେ

ବାପା ବେଅର ଗ୍ଲାସରେ

ଏଇ ହେଉଛି ସହରୀ ସଭ୍ୟତା

ସମସ୍ତେ ଏଠି ବିଜି ନିଜ କାମରେ

ଟାଇମ ମିଳିଲେ ନିଜ ରୁଚିକୁ ନେଇ

 କରନ୍ତି ଏନଜୋଏ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract