STORYMIRROR

Manasmita Parida

Abstract

2  

Manasmita Parida

Abstract

ହେ!ଲେଖକ

ହେ!ଲେଖକ

1 min
2.9K

ହେ ଲେଖକ 

ତୁମେ ଆଜି ଭୀରୁ

ବାସ୍ତବତାକୁ ସାମ୍ନାକରିବା ପାଇଁ

ଚିନ୍ତନ ଶକ୍ତି ତୁମର କ୍ଳାନ୍ତ

ଭାବନାରେ ତୁମ ହତାଶବୋଧ

କଲମ ଉଠାଅ ଯେବେ,କେବଳ ଲେଖ

ପ୍ରେମ ଆଉ ପ୍ରତାରଣା କଥା

ତୁମ ଲେଖା ମାଧ୍ୟମରେ 

ବିଦ୍ରୋହ କରି

ସମାଜରେ ପରିବର୍ତ୍ତନ ଆଣିବା

ଆଜି ନୁହେଁ ତୁମ ଚିନ୍ତା

ତେଣୁ ବିଦ୍ରୋହୀ କଲମ ତୁମର ମୌନ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract