STORYMIRROR

Tapan Dixit

Inspirational

2  

Tapan Dixit

Inspirational

ତୁଣ୍ଡେ ଥାଉ ନାମ ମୁଣ୍ଡେ ମୋ ତିଳକ

ତୁଣ୍ଡେ ଥାଉ ନାମ ମୁଣ୍ଡେ ମୋ ତିଳକ

1 min
13.9K


ମଣିମା ହେ ! 

ତୁଣ୍ଡେ ଥାଉ ନାମ....

ମୁଣ୍ଡେ ମୋ ତିଳକ ....

ଧାରେ ହସ ଥାଉ ଓଠେ, 

ତୁଳସୀ ମାଳଟେ 

ପଡିରହିଥାଉ ……..

ଗଲା ବେଳେ ପ୍ରଭୁ କଣ୍ଠେ ,

ହରିବୋଲ ଆଉ ହୁଳହୁଳି ଧ୍ୱନୀ 

‘ରାମନାମ ସତ୍ୟ’ ସାଥେ 

ଶବ ଯାଉ ମୋର ସ୍ୱର୍ଗଦ୍ୱାର ଦେଇ 

ତୋ ସିଂହ ଦୁଆର ପଥେ …..…।। 

ତପନ ଦୀକ୍ଷିତ (ବେଳାଭୂମି)

31.10.17

ନାଶିକେଶ୍ୱର, କାକଟପୁର, ପୁରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational