STORYMIRROR

Pranati Acharya

Romance Classics Others

3  

Pranati Acharya

Romance Classics Others

ତୁମର ସ୍ପର୍ଶ

ତୁମର ସ୍ପର୍ଶ

1 min
212

ତୁମର ସ୍ପର୍ଶ ଏତେ ରସସିକ୍ତ ଯେ ସାଉଁଟି 

ଆଣିଲେ ସ୍ନିଗ୍ଧ ଶ୍ୟାମଳିମା ପାଲଟି ଯାଏ ।।

ତୁମର ସ୍ପର୍ଶ ଏତେ ମଧୁମୟ ଯେ 

ସ୍ନିଗ୍ଧ ପରଶରେ ଫୁଟେ ପ୍ରିତିର କଦମ୍ବ  ।। 

ତୁମ ସ୍ପର୍ଶ ଦାତାଙ୍କ ଆଶୀଷ ପରି 

ଏତେ ମଙ୍ଗଳମୟ ଯେ ତାପର ସନ୍ତାପ 

ଭୁଲି ହସି ଉଠେ ସୃଷ୍ଟିର ସମ୍ଭାର ।।

ତୁମର ସ୍ପର୍ଶ ଏତେ ମଧୁମିଶା ଯେ

 ଶୁଷ୍କ ମରୁ ବି ପଲ୍ଲବୀ ଉଠେ ।।

 ତୁମକୁ ଛୁଇଁ ବାକୁ ଇଛା ହୁଏ ଭାରି ହେଲେ 

ତୁମେ ସରମୀ ଯାଅ ଲାଜକୁଳୀ ଲତା ପରି ।।

ସତରେ ମୋ ପାଇଁ ତୁମେ ସୃଷ୍ଟିର ସୁନ୍ଦର ଉପହାର 

ପ୍ରିତି ଓ ଆଶୀଷର ସୌମ୍ୟ ସମାହାର ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance