କିଛି ଅବ୍ୟକ୍ତ ଅନୁରାଗ ସବୁକୁ ସାଉଁଟିବା ପାଇଁ...
Share with friendsପ୍ରଣୟକୁ ତୁମେ ପ୍ରତାରଣା କଲ ଝୁରେ ମନ ତୁମ ପାଇଁ ଜୋସ୍ନା ବିଧୌତ ରଜନୀର ଶେଷେ ରହିଛି ତୁମକୁ ଚାହିଁ ।।
Submitted on 25 Feb, 2021 at 09:37 AM
ସବୁ ସପନ ମୋ ସପନେ ରହିଲା ଉଭେଇଗଲା ଚାନ୍ଦିନୀ କେତେ ସ୍ମୃତି ଆଉ ବିସ୍ମୃତି ଢେଉରେ ଭାଙ୍ଗିଲା ନିଦର ରାଣ
Submitted on 12 Feb, 2021 at 06:57 AM
ସଂସାରରେ କେହି କାହାର ନୁହଁଇ ଦୟା ମାୟା କା'ରେ ନାହିଁ ।
Submitted on 30 Sep, 2020 at 11:47 AM
ପଣତ ଯାହାର ଭବ୍ୟ ଶ୍ରୀ ମନ୍ଦିର ନେତ ଧନ୍ୟ ତା ହୃଦୟ ମନ ଭାବନାର ମିତ,
Submitted on 29 Sep, 2020 at 16:29 PM
ଲୁହର ସାଗରେ ହସ ସବୁ ସରେ ଭାଗ୍ୟ ଦେଲେ ଅଭିଶାପ ସତ ମିଛ ଭରା ଦୁନିଆ ମଝିରେ ଲିଭେ ବିଶ୍ୱାସ ପ୍ରଦୀପ
Submitted on 29 Sep, 2020 at 16:01 PM
କାହା ଦୋଷ ପାଇଁ କିଏ ଦଣ୍ଡ ଭୋଗେ ସମାଜ ଖୋଜେ ରହସ୍ୟ ।।
Submitted on 29 Sep, 2020 at 10:05 AM
ଏ ଯୁଗର ସୀତା ହୁଏ ଅପମାନ ଶରୀର କ୍ଷତ ବିକ୍ଷତ ମାତୃତୁଲ୍ୟା ନାରୀ ସମାଜ ରାସ୍ତାରେ ଯନ୍ତ୍ରଣାରେ ଜର୍ଜରିତ ।।
Submitted on 29 Sep, 2020 at 10:01 AM