STORYMIRROR

Prasanta Pradhan

Tragedy

2  

Prasanta Pradhan

Tragedy

ତୁମକୁ ମୁଁ ଝୁରିମରେ

ତୁମକୁ ମୁଁ ଝୁରିମରେ

1 min
277


ପ୍ରଶାନ୍ତ ପ୍ରଧାନ

8457020224


ଶ୍ରାବଣୀଗୋ ତୁମେ ଗଲା ପରେ ପରେ

ମରୀଚିକାପରି ସବୁ ଲାଗେମୋତେ ତୁମକୁ ମୁଁ ଝୁରି ମରେ

ତୁମ ଓଠର ମିଠା ବାସ୍ନାର ଛୁଆଁ

ଆଜି କାଇଁ ମୋତେ ଲାଗୁଅଛି ସତେ ମାୟା ମରୀଚିକା ପରିଗୋ ପ୍ରିୟ


ପ୍ରିୟା ଗୋ ତୁମକୁ ପାଖେ ନପାଇ

ଏ ଜୀବନ ସତେ ଲଗେ ଅଧା ଅଧା

ରହିଛି ଫେରିବା ବାଟକୁ ଚାହିଁ


ଜଳ ବିନା ମୀନ ଅଧୁରା ଯେମିତି

ରାଧା ବିନା କୃଷ୍ଣ ଅଧା ଯେମିତି

ତାଙ୍କରି ପରି ତ ଆଜି ତୁମପାଇଁ

ଜୀବନଟା ଲାଗୁଅଛି ସେମିତି


ତୁମରି ଫେରିବା ବାଟକୁ ପ୍ରିୟଗୋ

ଚାହିଁ ରହିଥିବି ମୁଁ ତୁମପାଇଁ

ଯଦି ନ ଫେରିବ ପ୍ରିୟା ତୁମପାଇଁ

ରହିବି ମୁଁ ସଦା ସର୍ବଦା ଚାହିଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy