STORYMIRROR

Bhagirathi Mohanty

Abstract Classics Inspirational

3  

Bhagirathi Mohanty

Abstract Classics Inspirational

ତୁମକୁ କୁ ଯେବେ ମୁଁ ପୀରତି ବାଢିଲି

ତୁମକୁ କୁ ଯେବେ ମୁଁ ପୀରତି ବାଢିଲି

1 min
261

ତୁମକୁ କୁ ଯେବେ ମୁଁ

ପୀରତି ବାଢିଲି

ସଵୁ କଠିନ ଲାଗୁଛି,

ତୀକ୍ଷ୍ମ ଅସୀ ଧାରେ

ବାଟ କି ଚାଲୁଛି,

ତାହା ପରତେ ହେଉଛି ।

ତଥାପି ଚାଲିବି ନ ପଡ଼ିବି ଥକି

 ମୁଦିଲା ଆଗରୁ ଆଖି,

ତୃତୀୟ ନୟନେ 

କେବେ ମୋ ବସିବ,

ସଦା ଟାକି ରହି ଅଛି ।

ଜୀବ ଯିବା ବେଳେ

ଥରେ ଦେଖା ଦେବ

ଡାକିବି ହେ ନାରାୟଣ,

ଏତିକି ମିନତି ଆହେ

ଲକ୍ଷ୍ମୀ ପତି

ତାପରେ ଦିଅ ମରଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract