Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhagirathi Mohanty

Inspirational

3  

Bhagirathi Mohanty

Inspirational

ଜଗା କାଳିଆ

ଜଗା କାଳିଆ

1 min
123


ଜଗା କାଳିଆ

ଚକା ଡୋଳିଆ 

ଛପନ ଭୋଗିଆ

ନୀଳାଚଳିଆ ।


ପାଚେଡି ଖିଆ 

କ୍ଷିରୀ ରସିଆ 

କୋଠ ଭୋଗ ଖିଆ

ବଡ଼ ପେଟୁଆ।


ଲବଣୀ ଖିଆ 

ଅବଢ଼ା ଦିଆ

ଲକ୍ଷ୍ମୀ ଛାଡିଆ 

ପୋଡ଼ ପିଠା ଖିଆ ।


ବଡ଼ ଦାଣ୍ଡିଆ 

ନନ୍ଦିଘୋଷିଆ  

ଛନ୍ଦ କପଟିଆ

କେଡେ ଛଳିଆ ।


କେକା ଚୂଳିଆ

ବନମାଳୀଆ

ରାଧା ରମଣୀଆ

ମଉନ ମୁହାଁ ।


ମାରନି ଡିଆଁ

ମନ ବସିଆ 

କୋଟି ନିଧିଆ 

ମୁଁ ପଡେ ଅଧିଆ ।



Rate this content
Log in

Similar oriya poem from Inspirational