STORYMIRROR

Dr Prasana Kumar Dalai.

Romance

4  

Dr Prasana Kumar Dalai.

Romance

ତୁମକୁ ହରେଇବାର ଭୟ!

ତୁମକୁ ହରେଇବାର ଭୟ!

1 min
6


ଭଲ ପାଇବାର ସୀମା ନ ଥାଏ 

ତଥାପି ସାଇତିକି ରଖିଛି ହୃଦୟର ସିନ୍ଦୁକ ରେ 

ଯେତେବେଳେ ହୃଦୟ ଅନୁଭବ କରେ 

ଲାଗେ ଯେମିତି ଝଡପୂର୍ଣ୍ଣ ଆକାଶ 

ଦୂରରୁ ଶୁଭେ ପାଉଁଜି ର ଶବ୍ଦ 

ଲାଗେ ଯେମିତି ତୁମେ ମୋ ପାଖରେ 

ସାରା ଦୁନିଆ ଅଭିମାନ କରୁ ମୋ ଉପରେ 

ଖଣ୍ଡ ଖଣ୍ଡ କରି ହୃଦୟ କୁ ଭାଙ୍ଗି ଦିଅନ୍ତୁ 

ମୋ ଠୁ ତୁମକୁ ଦୁରେଇ ବାର ଚକ୍ରାନ୍ତ 

ଏଵେ ଏଵେ ହୃଦୟ ତ ଭାଙ୍ଗିଛି 

ଆଉ ତୁମକୁ ହରେଇବାର ଦୁଃଖ 

ମୋ ମନକୁ ଆନ୍ଦୋଳିତ କରୁଛି |


 



Rate this content
Log in

Similar oriya poem from Romance