Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lilabati Padhi

Romance

3  

Lilabati Padhi

Romance

ତୁମକୁ ଦେଖିଲା ଦିନରୁ

ତୁମକୁ ଦେଖିଲା ଦିନରୁ

1 min
176


ଯେବେ ମୁଁ ପ୍ରଥମେ ଦେଖିଲି ତୁମକୁ

ମୋ ମନ ମନ୍ଦିର ଦ୍ୱାରେ,

ସେହି ଦିନ ଠାରୁ ରହିଛ ମନରେ

ଝୁରି ଝୁରି ଦିନ ସରେ l


ସେବେଠୁ ଭାବିଛି ତୁମେ ମୋ ନିଜର

ତୁମେ ମୋ ଜୀବନ ସାଥି,

ତୁମ ବିନା ମୁହିଁ ହୋଇବି ପାଗଳ

ଭାବି ଭାବି ଦିନ ରାତି l


ଅନେକ ଭିଡରେ ଆଖି ଦୁଇ ମୋର

ତୁମରି ଚେହେରା ଖୋଜେ,

ତୁମ ଦେହ ବାସ୍ନା ଅନୁଭବ କରି

ତୁମ ଭାବନାରେ ହଜେ l


Rate this content
Log in

Similar oriya poem from Romance