Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Romance Classics

3  

Satyanarayan Sahoo

Abstract Romance Classics

ରାକ୍ଷୀ ଫୁଲ

ରାକ୍ଷୀ ଫୁଲ

1 min
184


ଫୁଲ ମାନ କେତେ ଦିଶେ ରାକ୍ଷୀ ପରି

ଅତ୍ୟନ୍ତ ସୁନ୍ଦରତର

ରାକ୍ଷୀ ଫୁଲ ଭାବେ ପରିଚିତ ଖ୍ୟାତ

ଦିଶେ କେତେ ମନୋହର ।


କୁହାଯାଏ ତାଙ୍କୁ ରାକ୍ଷୀ ଫୁଲ ଆଉ

ଝୁମୁକା ଲତା ନାମରେ 

ବୈଜ୍ଞାନିକ ନାମ ପ୍ୟାସି ଫ୍ଲୋରା

ଭାବେ ଯିଏ ପରିଚୟ ଦିଏ । 


ବିଭିନ୍ନ ପ୍ରକାର ଆକାର ଆକୃତି

ନାନା ବର୍ଣ୍ଣ ରଙ୍ଗ ଘେନି

ଦକ୍ଷିଣ ଆମେରିକାରେ ସେ ପ୍ରଚୁର

ମାତ୍ରାରେ ଯେ ମିଳିଥାଏ । 


ଏହି ଫୁଲ ମାନ ଆହା କି ଉତ୍ତମ

ହୁଏ ଦୁର୍ମୂଲ୍ୟ ଔଷଧ 

ପ୍ରସ୍ତୁତ ହୋଇଣ ଉପଶମ କରେ  

ରୋଗ , ପୀଡ଼ା ବହୁବିଦ୍ଧ । 


ଝୁମୁକା ଲତା ବା କମଳ କୁସୁମ

ଭାବେ ପରିଚିତ ଖ୍ୟାତ

ନାନା ସ୍ଥାନେ ନାନା ରଙ୍ଗେ ଫୁଟେ ଫୁଲ

କୃଷ୍ଣ କମଳ ଲଳିତ ।


ପ୍ରତ୍ୟେକ ଫୁଲରେ ଏକ ଶତ ଗୋଟି

ପାଖୁଡ଼ା ମେଲିଣ ଥାଏ

ବହୁ ବିଦ୍ଧ ବର୍ଣ୍ଣ ରଞ୍ଜିତ ହୋଇଣ

ଜନ ମନ ମୋହି ନିଏ । 


Rate this content
Log in

Similar oriya poem from Abstract