STORYMIRROR

Jagannath Das

Romance

3  

Jagannath Das

Romance

ସ୍ମୃତି ରହିଯିବ ସାତ ସପନ

ସ୍ମୃତି ରହିଯିବ ସାତ ସପନ

1 min
135


  ବଡ ଅଳସ ଯେ ,ସତରେ ତୁମେ

   ପର ନିଂଦିବାଟା ଖାଲି ଯା ଯାଣ

ଏତିକି କହିଲେ ଆଗରେ ତାର

ଅଭିମାନେ ଖାଲି ଫୁଲେ ନୟନ"

ଦିନ ୮ଟାରେ ବିଛଣା ଛାଡି

ନିଦ ମଳ ମଳ ଆଖିରେ ଆସ

୭ଲୁଖୁରା ମୋ ଅଲରା କେଶ କୁ

କୋମଳ କର ରେ କର ଯତନ"

କର୍କଶ ଗଳାରେ ପଚାରିଲେ ଥରେ

ଥର ଥର ହୁଏ ତନୁ ଓ ମନ,

ସକ୍ ସକ୍ ହୁଏ ଦିନସାରା ବସି

ଛଳ ଛଳ ଥାଏ କଳା ନୟନ"

ରାଗ ଅଭିମାନ ଇର୍ଷା ଭର୍ତି, ଦେହେ କରି ପରିପୁର୍ଣ

ତେଣୁ ସୁନ୍ଦରୀ ହୋଇ,କୁ ଅଭ୍ୟାସ ଛାଡ

ସ୍ମୃତି ରହିଜିବ ସାତ ସପନ"

 ସୁଯୋଗ ଦେଇଛି ବହୁ ସମୟ

ଅଭ୍ୟାସ କର ପରିବର୍ତନ

ସଧୀରେ ଚାହିଁଲେ ଅଧିର ହୋଇ

କେହି ନଶୁଣିବେ ପତାଇ କର୍ଣ୍ଣ

"ଭାରି ୟେ"ଦୁଷ୍ଟ" କହିଲେ ମୋତେ ଲାଗଇ କଷ୍ଟ ,

ଭଲ କାମଓ କଥାରେ ଦିଅ ମନ

ଅଭାଗା କୁ ,ଭାଗ୍ୟବତୀ ପ୍ରିୟା ମିଳେ ,

ବିହି ହେଲେ ପ୍ରସନ୍ନ

ଭଲ କଲେ ଜାଇ ଭଲତ ଦିଶିବ

 ସୁନ୍ଦର ହେବ ମନ,

ଭୁଲି ହବ ନାହିଁ ଆଦୋୗକ୍ଷଣେ

ନତୁବା 

ସ୍ମୃତି ରହିଯିବ ସାତ ସପନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance