STORYMIRROR

Priyanka Panda

Romance

3  

Priyanka Panda

Romance

ବିଚକ୍ଷଣ ମନ

ବିଚକ୍ଷଣ ମନ

1 min
147

ଅଧୁରା କାହାଣୀ ଅଧାରେ ରହିଲା

ସମୟ ସାଥିରେ ତୁମେ ସ୍ପର୍ଶ  

ଆଙ୍କି ଦେଇ ଗଲ ତୁମ ସ୍ମୃତି ଚିହ୍ନ

ହୃଦ ଅଗଣାରୁ ପୋଛି ମୁଁ ପାରୁନି 

ଅମଳିନ ସ୍ମୃତି ଚିହ୍ନ ତୁମ 

ଫେରାଇ ଦିଅ ସେଇ ସନ୍ଧ୍ୟାରାଗ

ବିଦାୟ ତୁଠର ମାନ ଅଭିମାନ

ସମୟ ସାଥିରେ ପୁଣି ଲେଉଟିବ

ଆଶା ଆଣେ ବିଚକ୍ଷଣ ମନ

ସ୍ମୃତିରେ ଯିବି ପୁନର୍ବାର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance