STORYMIRROR

Priyanka Panda

Classics Inspirational Others

4  

Priyanka Panda

Classics Inspirational Others

ଦୀପାବଳି

ଦୀପାବଳି

1 min
1

ଯେଉଁ ମନରେ ଅନ୍ଧାର,

‎ସେଠି ଆଶାର ଦୀପ ଜଳୁ,

‎ଯେଉଁ ଆଖିରେ ଲୁହ,

‎ସେଠି ହସର ଫୁଲ ଫୁଟୁ।

‎ଦୀପାବଳି କେବଳ ଆଲୋକର

‎ଉତ୍ସବ ହୋଇ ନ ରହୁ,

‎ମଣିଷ ମନରୁ ମଣିଷପଣିଆର

‎ଆଲୋକ କେବେ ନ ଲିଭୁ।।

‎

‎ଶୁଭ ଦୀପାବଳି! 🪔✨♥️

‎ଦୀପ ଜଳାଇବା ସହଜ, ହେଲେ

‎କାହାର ଅନ୍ଧାର ଜୀବନରେ।

‎ଆଶାର ଆଲୋକ ହେବା ହିଁ

‎ଦୀପାବଳିର ପ୍ରକୃତ ସାର୍ଥକତା।।

‎

‎Priyanka Panda

‎


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics