Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Classics

3  

Chittaranjan Nanda

Classics

ନିଜେ, ନିଜସ୍ୱ ଦର୍ପଣ

ନିଜେ, ନିଜସ୍ୱ ଦର୍ପଣ

1 min
293


ହୋଇଥାଉ ପଛେ ମଣିଷ ସୁନ୍ଦର ଓ ବହୁ 

ଗୁଣର ଅଧିକାରୀ

ସତ୍ ଚରିତ୍ର ଅଭାବରେ ମଣିଷେ କି ହେବ

ସ୍ୱଅହଙ୍କାର କରି ।


ସତ୍ୟ, ନ୍ୟାୟ ଓ ଦୟା, ମଣିଷ ମଧ୍ୟରେ

ଏହି ତିନି ଗୁଣ 

ମନରେ ଭରି ରହିଥିଲେ ତାହାକୁ ତ ସଦା 

ମିଳଇ ସମ୍ମlନ ।


ଏହି ତିନି ଉତ୍ତମ ଗୁଣରେ ବିଭୂଷିତ ହୁଏ, ସେ

ପ୍ରିୟ ଭାଜନ ହୁଅଇ

ତାହାର ଉପସ୍ଥିତି ଜ୍ଞାନ ବୁଦ୍ଧି ବଳରେ ଅସାଧ୍ୟ 

ସାଧନେ କରିଥାଇ ।


ସତ୍ୟ କରମ କରିବା, ଯଦି ନିଜ ବିବେକକୁ 

ଆମେ ବୁଝେଇ ପାରିବା

ଅସତ୍ୟରେ ଚାଲିବା, ସେ ସମୟେ, ନିଜର

ବିବେକକୁ ବୁଝେଇ ନପାରିବା ।


ଦର୍ପଣ ଆଗରେ ଠିଆ ହୋଇ ନିଜର ଅନ୍ତରକୁ

ଅନୁଧ୍ୟାନ କରି ପଚାର 

ଦେଖ ତୁମେ ସାଧୁ ଅବା ଅସାଧୁ ତୁମର ସେହି 

ପ୍ରଶ୍ନର ତୁମେ ପାଇବ ଉତ୍ତର ।


Rate this content
Log in

Similar oriya poem from Classics