STORYMIRROR

Bikranta Behera

Romance Inspirational

3  

Bikranta Behera

Romance Inspirational

ତୁମେ ଗଲାପରେ

ତୁମେ ଗଲାପରେ

1 min
143

ତୁମେ ଗଲାପରେ ଆଖି କାଇଁ ଭିଜେ

ତୁମରି ସ୍ମୃତିର

ମନେପଡେ ତୁମ ପାଉଁଜିର ଶବ୍ଦ

ଛମଛମ ତୁମ ପାଦର I


ସାଥେ ଯେବେ ଥିଲ କହି ପାରିଲିନି

ମୁଁ କେତେ ଭଲପାଏ

ତୁମେ ଗଲାପରେ, ତୁମ ଅପେକ୍ଷାରେ

ହୃଦୟେ ତୁମକୁ ସଜାୟେ I


ଯଉଁଠି ବି ଥାଅ ସଦା ହସୁଥାଅ

କାନ୍ଦିବନି ଆଉ ଜମା

ତୁମକୁ ମୁଁ ଛାଡ଼ି କେବେ ରହିନାହିଁ

ଆସୁଛି ଗୋ ପ୍ରିୟତମା I


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance