STORYMIRROR

Bikranta Behera

Romance Inspirational Others

3  

Bikranta Behera

Romance Inspirational Others

ତୁମେ ଗଲାପରେ

ତୁମେ ଗଲାପରେ

1 min
268

ତୁମେ ଗଲାପରେ ପଥଭ୍ରଷ୍ଟ ମୁଁ ଏହି ନିର୍ଜନ ରାସ୍ତାର

ଆଶା ଆକାଂକ୍ଷାର ପୂର୍ଣ୍ଣଛେଦ ପକେଇ

ଅଛି ମୁଁ ଜୀବିତ, ତୁମ ବିଗତ ସ୍ମୃତିର II


ଆସେ ଯେବେ ଚନ୍ଦ୍ରମା ମେଘାଚ୍ଛନ୍ନ ଅମ୍ବରେ

ତାରାମାଳେ ଅଙ୍କିଦିଏ ତୁମ ପ୍ରତିବିମ୍ବ

ଜୁଡ଼ି ଦେଇ ମୋ ରକ୍ତର ଟୋପାରେ II


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance