STORYMIRROR

Lilabati Padhi

Romance

3  

Lilabati Padhi

Romance

ଅଦୃଶ୍ୟ

ଅଦୃଶ୍ୟ

1 min
146

ଅଦୃଶ୍ୟ ଜଞ୍ଜିରେ ବାନ୍ଧି ହୋଇଗଲି

ତୁମେ ହେଲାପରେ ଦେଖା 

ଅଦୃଶ୍ୟ ଭାବରେ ଲେଖିଛି ବିଧାତା

ତୁମେ ମୋର ଭାଗ୍ୟ ରେଖା ll


ଅଦୃଶ୍ୟ ଭାବରେ ଅନୁଭବ କରେ

ତୁମରି ପ୍ରେମକୁ ମୁହିଁ 

ଅଦୃଶ୍ୟ ଚମକ ଖେଳେ ମୋ ଦେହରେ

ତୁମେ ଯେବେ ଦିଅ ଛୁଇଁ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance