STORYMIRROR

Gyanaranjan Pradhan

Romance Others

4  

Gyanaranjan Pradhan

Romance Others

ତୁମେ

ତୁମେ

1 min
8

କ’ଣ କହିବି ତୁମକୁ

ସକାଳର ସୁନେଲି 

ନା 

ସନ୍ଧ୍ୟା ର ଗୋଧୁଳି 

ତୁମେ କବି ଭାବନାର କବିତା

 ମୋ ମନର ଚରାବାଲି ।


କ’ଣ କହିବି ତୁମକୁ

 ଶ୍ରାବଣର ଶ୍ରାବଣୀ

 ନା 

ବସନ୍ତ ର ରାଣୀ

ତୁମେ ସ୍ରଷ୍ଟା ହାତର ସୃଷ୍ଟି

ମୋ ମନର ସୁବିନ୍ଧାଣି ।


କ’ଣ କହିବି ତୁମକୁ

ସଙ୍ଗିତର ମୁର୍ଚ୍ଛନା

ନା

ଦୁଃଖ ର ବେଦନା

ତୁମେ ତ ସୃଷ୍ଟି ର ମହାନ୍

ନାରୀ

 ମା ମନର ସୁନୟନା ।


Rate this content
Log in

Similar oriya poem from Romance