STORYMIRROR

Gyanaranjan Pradhan

Others

4  

Gyanaranjan Pradhan

Others

ବିଦାୟ

ବିଦାୟ

1 min
18

ସମୁଦ୍ର ଭିତରେ ଶାମୁକା ଖୋଜିଲି 

ଶାମୁକା ପାଇଲି ନାହିଁ,

ଜୀବନରେ କିଛି ଦେବି ବୋଲି ଭାବି

ଦେଇତ ପାରିଲି ନାହିଁ।


ସବୁତ ସରିବ ମଣିଷ ମରିବ

ପ୍ରେମତ ମରିବ ନାହିଁ,

ସେଇ ପ୍ରେମ ଦିନେ ପାଗଳ କରିବ 

ତୁମକୁ ପାଇବା ପାଇଁ।


ଜଗତର ନାଥ କାଳିଆ ସାଆନ୍ତ

ତୁମକୁ ସହାୟ ହେଉ,

ଅତି ସରଧା ରେ ତୁମ ଜୀବନ ଟା

ସୁଖେ ସୁଖେ କାଟି ଯାଉ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍